୫ ଲକ୍ଷ ଦେଲେ ୨୦ ଲକ୍ଷ ମିଳିବ କହି ବାଲି ବାକ୍ସ ଧରାଇ ଦେଲା ଠକ
ଭଦ୍ରକ: ୫ଲକ୍ଷ ଟଙ୍କା ନେଇ ପଇସା ବାକ୍ସ ବଦଳରେ ବାଲି ଓ ଗୋଡ଼ି ଥିବା ବାକ୍ସ ଧରାଇ ଦେଲା ଠକ। ଏପରି ଲୋଭନୀୟ ଅଫର ଦେଖାଇ ଜଣେ ବ୍ୟକ୍ତିଙ୍କୁ ଚୁନ ମାରିଦେଲା ଠକ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଏହି ଘଟଣାରେ ୨ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ।
ଅଭିଯୋଗ ଅନୁସାରେ, ଗତ ଫେବ୍ରୁଆରୀ…