Latest Odisha News

BREAKING NEWS

Yearly Archives

2024

ପୋଲିସ କନଷ୍ଟେବଳରୁ ସଂସଦ ପର୍ଯ୍ୟନ୍ତ ଯାତ୍ରା, ଜାଣନ୍ତୁ କିଏ ଏହି ସିଆର ପାଟିଲ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ଗତକାଲି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ଏହି ପ୍ରାର୍ଥୀ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ସହିତ ତାଙ୍କର ଜଣେ ବିଶେଷ କମାଣ୍ଡର…

ବଲିଉଡରୁ ଭୋଜପୁରୀ, ଦକ୍ଷିଣରୁ ବଙ୍ଗାଳୀ, ଫିଲ୍ମ ଷ୍ଟାରଙ୍କୁ ପ୍ରାର୍ଥୀ କରିଛି ବିଜେପି

ନୂଆଦିଲ୍ଲୀ: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏଥିପାଇଁ ସବୁ ରାଜନୖତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତକାଲି ବିଜେପି  ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ପ୍ରାର୍ଥୀଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ନିବାସ ସ୍ଥଳୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିବାସ ସ୍ଥଳୀ ଶ୍ରୀମନ୍ଦିରର ସୁରକ୍ଷା ଓ ବିଭିନ୍ନ ସଂରକ୍ଷଣ ବ୍ୟବସ୍ଥା ତଥା ମରାମତି ବିଷୟରେ ଆଲୋଚନା କରିବା ସମୟରେ ଉନବିଂଶ ଶତାବ୍ଦୀରେ ପ୍ରତ୍ନତାତ୍ୱିକ…

ବିଜେପି ପାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି ଏହି ୫ ମହିଳା, ଗତ ନିର୍ବାଚନରେ ହରାଇଥିଲେ ଏହି ମାନଙ୍କୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଗତକାଲି ବିଜେପି ତାର ପାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଭିନ୍ନ ଭିନ୍ନ ରାଜ୍ୟରୁ ଆସନ ପାଇଁ ପାର୍ଥୀ ଘୋଷଣା କରାଯାଇଛି । କିନ୍ତୁ ଉତ୍ତରପ୍ରଦେଶର ଲୋକସଭା ଆସନ ପାଇଁ ସର୍ବାଧିକ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଉତ୍ତରପ୍ରଦେଶର…

ପେଟ ସହ ଚର୍ମ ପାଇଁ ମଧ୍ୟ କ୍ଷତି ସାବ୍ୟସ୍ତ ହୋଇଥାଏ ଏହି ଛଣା ଖାଦ୍ୟ

ଭୁବନେଶ୍ଵର: ଛଣାଛଣି ଖାଦ୍ୟ, ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ଏହା ପାଟିକୁ ଯେପରି ସ୍ଵାଦ ଲାଗେ ଦେଖିବାକୁ ବ ସେତିକି ଭଲ ଲାଗେ । ପାଗ ଯେମିତି ବ ହେଉ ନା କାହିଁକି ଆଉ ସମୟ ଯାହା ବି ହେଉ ନା କାହିଁକି । ଆଖ ପାଖରେ ଯାଦି ବରା, ପିଆଜି, ସିଙ୍ଗଡା ଆଦି ଛଣା ହେଉଥିବାର ବାସ୍ନା ଆସିଯାଏ ତେବେ ତ…

୧୫ ବର୍ଷ ହେବ ବିଜେଡି ହାତରେ ମହାକାଳପଡା, ବିକାଶ ଘର ଶୂନ କହିଲେ ବିଜେପି ନେତା

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ଆଇନଶୃଙ୍ଖଳା ଓ ପାନୀୟ ଜଳର ଖରାପ ସ୍ଥିତିକୁ ନେଇ ଭାରତୀୟ ଜନତା ପାର୍ଟି ଚିନ୍ତା ପ୍ରକଟ କରିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପରୋକ୍ଷରେ ଟାର୍ଗେଟ କରି ବିଜେପି ନେତା ସୌଭାଗ୍ୟ ପରିଡ଼ା ପରିସ୍ଥିତିକୁ…

ଭୁବନେଶ୍ବର ମଧ୍ୟ ଟିକେଟ କିଏ ହାତେଇବ: ରଙ୍ଗ ମିସ୍ତ୍ରି କହି କାହାକୁ ଛିଗୁଲେଇଲେ ଅମରେଶ?

ଭୁବନେଶ୍ୱର: ବିଏମସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ଅଧୀନରେ ଥିବା ଭୁବନେଶ୍ୱର କେନ୍ଦ୍ରୀୟ (ମଧ୍ୟ) ବିଧାନସଭା ଆସନକୁ ନେଇ ଏବେ କ୍ଷମତାରେ ଥିବା ବିଜୁ ଜନତା ଦଳ ଆଭ୍ୟନ୍ତରୀଣ କନ୍ଦଳ ସମ୍ମୁଖୀନ ହୋଇଛି। ୨୦୨୪ ଦଳୀୟ ଟିକେଟ ପାଇଁ ଏବେ ବିଧାୟକ ଅନନ୍ତ ନାରାୟଣ ଜେନା ଓ କର୍ପୋରେଟର…

ବିଜେପିରେ ସାମିଲ ହେବେ କହିଲେ ରାଜୁ ଦାସ,ଆହୁରି ରୋଚକ ହେବ ଧାମନଗର ଗଣିତ

ଭଦ୍ରକ: ବିଜୁ ଜନତା ଦଳର ପୂର୍ବତନ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଦଳ ବଦଳାଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ ମାର୍ଚ୍ଚ ୪ତାରିଖରେ ବିଜେପି ଶିବିରରେ ଯୋଗଦେବା ନେଇ ନିଶ୍ଚିତ କରିଛନ୍ତି। ଜଣେ ବିଶ୍ୱସ୍ତ…

ଏବେ ବି ଶ୍ରେୟାଶ, ଈଶାନଙ୍କ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବାର୍ଷିକ ସେଂଟ୍ରାଲ କଂଟ୍ରାକ୍ଟରୁ ଈଶାନ କିଶାନ ଓ ଶ୍ରେୟାଶ ଆୟାରଙ୍କୁ ବାହାର କରିଛିି । ଯାହା ଏକ ଚର୍ଚ୍ଚାର କାରଣ ସାଜିଛି । ଦୁଇ ଜଣ ଯାକ ପ୍ରତିଭାବାନ ଖେଳାଳି ହୋଇଥିଲେ ମଧ୍ୟ ଦାୟିତ୍ୱହୀନତା ଏବଂ ଉତ୍ସର୍ଗୀକୃତ ମନୋଭାବର ଅଭାବ ଯୋଗୁ…

୧୫ ମାସ ମଧ୍ୟରେ ୩ଟି ଆଇସିସି ଟ୍ରଫି ଜିତିବା ପାଇଁ ଭାରତ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଗତ ବର୍ଷ ନଭେମ୍ବରରେ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ହାରିବା ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ଏଥିସହ ୧୧ ବର୍ଷ ହେବ ଭାରତର ଆଇସିସି ଟ୍ରଫି ଜିତିବା ଆଶା ଧୂଳିସାତ ହୋଇଛି । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ନିକଟରେ ଏବେ ୧୫ ମାସ ମଧ୍ୟରେ ୩ଟି ଆଇସିସି…