Latest Odisha News

BREAKING NEWS

Yearly Archives

2024

ଆଧାର କାର୍ଡ ନଥିଲେ ଭୋଟରଙ୍କୁ ଭୋଟ୍ ଦେବାକୁ ବାରଣ କରାଯିବ ନାହିଁ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଆଧାର କାର୍ଡ ନଥିଲେ ଭୋଟରଙ୍କୁ ଭୋଟ୍ ଦେବାକୁ ବାରଣ କରାଯିବ ନାହିଁ ବୋଲି ନିର୍ବାଚନ କମିଶନ ତୃଣମୂଳ କଂଗ୍ରେସ (ଟିଏମସି)ର ଏକ ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି। ଭୋଟରମାନେ ନିଜର ଭୋଟର ପରିଚୟ ପତ୍ର କିମ୍ବା ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ପରିଚୟ ପତ୍ର ବ୍ୟବହାର କରି ଭୋଟ୍…

କେନ୍ଦ୍ରାପଡ଼ା ଲୋକସଭା ଆସନ: ପ୍ରାର୍ଥୀ ଖୋଜୁଛନ୍ତି ବିରୋଧୀ, ବିଜେଡ଼ି ନିକଟରେ ଲମ୍ବା ତାଲିକା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ଏବେ ତିନି ଦଳ ଦ୍ୱନ୍ଦ୍ୱରେ। ଗତ ନିର୍ବାଚନରେ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅନୁଭବ ମହାନ୍ତିଙ୍କୁ ଦଳ ଦ୍ୱନ୍ଦ୍ୱରେ ରହିଛି। ତାଙ୍କୁ ରିପିଟ କରିବ ନା ନୂଆ ମୁଁହ ଦେବ ସେନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ସେହିପରି ବିଜେପି ପକ୍ଷରୁ…

୫୭ ବର୍ଷର ମାଟ୍ରିକ ଛାତ୍ରୀ ସୁଲୋଚନା, ଅଟକାଇ ପାରିନି ପାରିବାରିକ ସମସ୍ୟା

ପୁରୀ: ମାଟ୍ରିକ ପରୀକ୍ଷା ଦେଉଛନ୍ତି ପୁରୀର ୫୭ ବର୍ଷୀୟ ସୁଲୋଚନା ଖଟୋଇ। ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା। ବୟସ ୫୭ ପାର ହେଲାଣି। କିନ୍ତୁ ଦଶମ ଉତ୍ତୀର୍ଣ୍ଣ ହେବାର ସ୍ବପ୍ନ ତାଙ୍କୁ ପୁଣି ପରୀକ୍ଷା ହଲ୍କୁ ଟାଣି ଆଣିଛି। ଛାତ୍ରଛାତ୍ରୀଙ୍କ ଭଳି ସେ ମଧ୍ୟ ବିଳମ୍ବିତ ରାତି ଯାଏ ପାଠ…

ବିନା ଲୋକପାଇଲଟରେ ୮୦ କିଲୋମିଟର ଗଡିଲା ମାଲବାହୀ ଟ୍ରେନ, କେମିତି ଅଟକିଲା?

ଶ୍ରୀନଗର: ଚିପ୍ ପଥର ବୋଝେଇ ଏକ ୫୩ ଓ୍ଵାଗନ୍ ମାଲବାହୀ ଟ୍ରେନ୍ ରବିବାର ଜମ୍ମୁ-କଶ୍ମୀରର କଠୁଆରୁ ପଞ୍ଜାବର ହୋସିଆରପୁର ଜିଲ୍ଲାର ଏକ ଗାଁକୁ ବିନା ପାଇଲଟରେ ଯାତ୍ରା କରିଛି। ଲୋକପାଇଲଟ ନଥିବା ଏହି ଟ୍ରେନ୍ ୬ଟି ଷ୍ଟେସନ ଓ ୮୦ କିଲୋମିଟର ଅତିକ୍ରମ କରି ସପ୍ତମ ଷ୍ଟେସନରେ ବାଲି ବ୍ୟାଗ୍…

ଏଣିକି ୫ ଦିନ ଖୋଲା ରହିବ ବ୍ୟାଙ୍କ !, ଦେଖିନିଅନ୍ତୁ ମାର୍ଚ୍ଚ ମାସର ଛୁଟି ତାଲିକା

ନୂଆଦିଲ୍ଲୀ: ବ୍ୟାଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଖୁବ୍ ଶୀଘ୍ର ବ୍ୟାଙ୍କଗୁଡ଼ିକୁ ସପ୍ତାହରେ ମାତ୍ର ୫ ଦିନ ଖୋଲା ରହିବ।ବ୍ୟାଙ୍କ କର୍ମଚାରୀ ୟୁନିଅନର ମିଳିତ ମଞ୍ଚ ୟୁନାଇଟେଡ୍ ଫୋରମ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖି ବ୍ୟାଙ୍କରେ…

ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନା ହେବ ‘ଆମ ହସ୍ପିଟାଲ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ୬୭ଟି ‘ଆମ ହସ୍ପିଟାଲ’, ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲେସିସ୍‌ ସେଣ୍ଟର, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡାରେ ବିଏମଆରସି କାର୍ଡିଆକ୍ କେୟାର ହସ୍ପିଟାଲ ଲୋକାର୍ପିତ…

ନିଲମ୍ବନ ଆଦେଶ ଉଠିଥିଲେ ବି ଚିରଞ୍ଜୀବୀ ବିଶ୍ବାଳଙ୍କ ମନରେ ରହିଛି ଅସନ୍ତୋଷ?

ଜଗତସିଂହପୁର: ଜଗତସିଂହପୁରର ପୂର୍ବତନ ବିଧାୟକ ତଥା ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ପୁଅ ଚିରଞ୍ଜୀବୀ ବିଶ୍ବାଳଙ୍କୁ ନେଇ ଜିଲ୍ଲାରେ ଭିନ୍ନ ଚର୍ଚ୍ଚା। ଅନ୍ତିମ ନିର୍ବାଚନରେ ହାରିବା ପରେ ରବିବାର ଜିଲ୍ଲାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ହେଲେ…

ଭଦ୍ରକ ରେଳ ଷ୍ଟେସନ କାର୍ଯ୍ୟକ୍ରମରେ ବିଜେଡି ନେତାଙ୍କ ଉପସ୍ଥିତିକୁ ନେଇ ବିଜେପି ଉଠାଇଲା ଆପତ୍ତି

ଭଦ୍ରକ: ଅମୃତ ଯୋଜନା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରେଳ ଷ୍ଟେସନର ଭିତ୍ତିଭୂମି ଏବଂ ଉଦଘାଟନ କରୁଥିବା ବେଳେ ଭଦ୍ରକରେ ଏକ ସମାରୋହରେ ମଞ୍ଚରେ ବିଜୁ ଜନତା ଦଳର ଜଣେ ନେତାଙ୍କ ଉପସ୍ଥିତିକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବିଜେଡି ନେତା ତଥା ଧାମନଗରର ପୂର୍ବତନ…

ରାଜ୍ୟ ସରକାରଙ୍କ ଏନଏସି ଘୋଷଣା ବେଆଇନ, ଭୂଆଁ ବୁଲାଉଛନ୍ତି ସରକାର: ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ରାଜ୍ୟର ୩୫ଟି ଅଞ୍ଚଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରିଛନ୍ତି। ସଦ୍ୟ ଘୋଷଣା ହୋଇଥିବା ୩୫ ଏବଂ ପୂର୍ବରୁ ଥିବା ୬୭ ଜ୍ଞାପିତ ଅଞ୍ଚଳ ପରିଷଦକୁ ମିଶାଇ ସର୍ବମୋଟ ଏନଏସି ସଂଖ୍ୟା ୧୦୨ରେ ପହଞ୍ଚିଛି । ଯଦିଓ ଏବେ ବି ଅନେକ ସ୍ଥାନକୁ…

କମୁଛି କି ଚନ୍ଦ୍ରର ଆକାର !

ନୂଆଦିଲ୍ଲୀ: ଏକ ନୂତନ ଷ୍ଟଡିରେ ଚନ୍ଦ୍ରକୁ ନେଇ ଆଶ୍ଚର୍ଯ୍ୟଜନକ ଖବର ସମ୍ମୁଖକୁ ଆସିଛି । ଏହି ଷ୍ଟଡିରେ ଚନ୍ଦ୍ରର ଆକାର କମୁଥିବା ଉଲ୍ଲେଖ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ଧିରେ ଧିରେ ଥଣ୍ଡା ହେବାରେ ଲାଗୁଛି ଫଳରେ ଏହାର ଆକାର ହ୍ରାସ ପାଉଛି । ଏହି କାରଣ ଯୋଗୁ ଚନ୍ଦ୍ରରେ ଭୂକମ୍ପ ଓ ଅନ୍ୟ…