Latest Odisha News

BREAKING NEWS

Yearly Archives

2024

ମାଟ୍ରିକ ପରୀକ୍ଷାରେ ଭାଇରାଲ ପ୍ରଶ୍ନପତ୍ର, ପରୀକ୍ଷା ପରିଚାଳନାର ସ୍ବଚ୍ଛତାକୁ ନେଇ କାଠଗଡ଼ାରେ ବୋର୍ଡ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ଓଡ଼ିଶା ପକ୍ଷରୁ ମାଟ୍ରିକ୍ ପରୀକ୍ଷା ୨୦୨୪କୁ ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏହି ପରୀକ୍ଷାରେ ଅନିୟମିତତା ଓ ବିବାଦ ଲାଗି ରହିଛି। ଆଉ ବିବାଦ ପରେ ବୋର୍ଡ କର୍ତ୍ତୃପକ୍ଷ ଭାଇରାଲ ପ୍ରଶ୍ନପତ୍ର ଏବଂ ପରୀକ୍ଷାରେ…

ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ, କେନ୍ଦ୍ର ଓ ରାଜ୍ୟ ସରକାରକୁ ସମାଲୋଚନା କଲେ ପିସିସି ସଭାପତି

ଭୁବନେଶ୍ୱର: ସୋମବାର ଲୋୟର ପିଏମଜିରେ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବହୁ କଂଗ୍ରେସ କର୍ମୀ ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ଓଡ଼ିଶା ସରକାରଙ୍କୁ ଚ୍ୟାଲେଞ୍ଜ କରିବାକୁ ଯାଇ କଂଗ୍ରେସ ଏହି…

କାହାକୁ ଚେତାବନୀ ଦେଲେ ରୋହିତ: ଟେଷ୍ଟରେ ଯଦି ଖେଳିବା ଝୁଙ୍କ ନାହିଁ ତେବେ ସ୍ଥାନ ମିଳିବନି

ରାଂଚୀ: ବିସିସିଆଇ ପରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା କେତେକ ଖେଳାଳିଙ୍କ ପ୍ରତି ପରୋକ୍ଷରେ ଚେତାବନୀ ଜାରୀ କରିଛନ୍ତି । ଯେଉଁ ଖେଳାଳିର ଟେଷ୍ଟ ଖେଳିବା ଝୁଙ୍କ ମନରେ ନାହିଁ ସେ ଦଳରେ ସ୍ଥାନ ପାଇ ପାରିବ ନାହିଁ । ଇଂଲଣ୍ଡ ବିପକ୍ଷରେ ସିରିଜ ବିଜୟ ହାସଲ କରିବା ପରେ ରୋହିତ…

ଏମାର ମଠ: ମାଟିତଳେ ଅଛି କି ଗୁପ୍ତଧନ, ବିବାଦରେ ଓବିସିସି

ପୁରୀ: ଏମାରମଠ ପରିସରରୁ ବଡବଡ ଗାତ ଖୋଳିବା ପ୍ରସଙ୍ଗରେ ନୂଆ ଟୁଇଷ୍ଟ। ବିବାଦରେ ଓବିସିସି ବା ରାଜ୍ୟ ସେତୁ ନିର୍ମାଣ ନିଗମ। ପଦାରେ ପଡିଲା ଓବିସିସିର ଡାହା ମିଛ।  ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ହୋଇଥିବା ଜିପିଆରଏସ୍ ରିପୋର୍ଟରେ ସେମିତି କୌଣସି ଗୁପ୍ତଧନ ମାଟି ତଳୁ ବାହାରିନଥିବା ଗତକାଲି…

ଏହି ଦେଶରେ ସିଙ୍ଗଡା ଖାଉଥିଲେ ଦିଆଯାଇଥାଏ ଦଣ୍ଡ

ନୂଆଦିଲ୍ଲୀ: ସିଙ୍ଗଡା କାହାକୁ ବା ଭଲ ନ ଲାଗେ । ସିଙ୍ଗଡା ହେଉଛି ଭାରତର ସବୁଠାରୁ ଲୋକପ୍ରିୟ ସ୍ନାକ୍ସ । ସିଙ୍ଗଡା ପ୍ରତ୍ୟେକ ଭାରତୀୟଙ୍କର ପ୍ରିୟ ଖାଦ୍ୟ । ଘରକୁ ଅତିଥି ଆସିବାକୁ ଥାଉ କିମ୍ବା ସନ୍ଧ୍ୟା ସମୟର ସ୍ନାକ୍ସ ହେଉ ଅଥବା ସକାଳ ଜଳଖିଆ ହେଉ ସିଙ୍ଗଡା ପ୍ରାୟ ସମସ୍ତଙ୍କର ପ୍ରଥମ…

ବିଜେପି ସରକାରକୁ ଆସିଲେ ଚାଷୀ ପାଇବେ ପ୍ରତି କ୍ୱିଂଟାଲ ଧାନ ପିଛା ୩୧ଶହ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରକୁ ଆସିଲେ ଚାଷୀ ପାଇବେ ପ୍ରତି କ୍ୱିଂଟାଲ ଧାନ ପିଛା ୩୧ଶହ ଟଙ୍କା । ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀମାନଙ୍କର ଆୟକୁ ଦୁଇଗୁଣା କରିବା ପାଇଁ ଆରମ୍ଭ କରିଥିଲେ କୃଷକ କଲ୍ୟାଣକାରୀ ଯୋଜନା । ଏହି ଯୋଜନା ଅଧିନରେ ଦେଶର…

ଆଉ ଆନ୍ଧ୍ର ପକ୍ଷରୁ ରଣଜୀ ଖେଳିବେନି ହନୁମା ବିହାରୀ

ନୂଆଦିଲ୍ଲୀ: ଭାରତୀୟ ଟିମରୁ ବାଦ ପଡିଥିବା ହନୁମା ବିହାରୀ ଏବେ ରଣଜୀ କ୍ରିକେଟ ଖେଳୁଛନ୍ତି । ରଣଜୀ ସିଜନ ଆରମ୍ଭରେ ସେ ଆନ୍ଧ୍ର କ୍ରିକେଟ ଟିମର ଅଧିନାୟକ ଥିଲେ । ଦ୍ୱିତୀୟ ମ୍ୟାଚର ଠିକ ପୂର୍ବରୁ ସେ ଅଧିନାୟକ ପଦରୁ ହଟି ଯାଇଥିଲେ । ଏହା ପରେ କ୍ୱାର୍ଟର ଫାଇନାଲରେ ହାରି ଆନ୍ଧ୍ରପ୍ରଦେଶ ଟାଇଟଲ…

ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ

ମୁମ୍ବାଇ: ପରଲୋକ ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ । ୭୨ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି କିମ୍ବଦନ୍ତୀ ଗାୟକ ପଙ୍କଜ ଉଧାସ । ଏନେଇ ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ପଙ୍କଜ । ପଙ୍କଜ ଉଧାସଙ୍କ ମୃତ୍ୟୁକୁ ନେଇ ପୁରା ସଙ୍ଗୀତ…

ମହଙ୍ଗା ପଡିଲା ସିଂହର ନାମ ଆକବର ସିଂହୀର ନାମ ସୀତା ରଖିବା: ନିଲମ୍ବିତ ହେଲେ ତ୍ରିପୁରା ବନ ବିଭାଗ ଅଧିକାରୀ

କଲିକତା: ପଶ୍ଚିମବଙ୍ଗ ପ୍ରାଣୀ ଉଦ୍ୟାନରେ ଆକବର ନାମକ ସିଂହ ଏବଂ ସୀତା ନାମକ ସିଂହୀକୁ ନେଇ ଉପୁଜି ଥିବା ବିବାଦ ପରେ ତ୍ରିପୁରା ସରକାର ରାଜ୍ୟ ମୁଖ୍ୟ ବନ ସଂରକ୍ଷଣ ବିଭାଗ (ବନ୍ୟଜନ୍ତୁ ଏବଂ ଇକୋ-ଟୁରିଜିମ୍) ପ୍ରବୀଣ ଲାଲ ଅଗ୍ରୱାଲଙ୍କୁ ନିଲମ୍ବିତ କରିଛନ୍ତି । ବାସ୍ତବରେ ଏହି ସିଂହ ଏବଂ…

ଉପକୃତ ହେବେ ୪ଲକ୍ଷ ଭିନ୍ନକ୍ଷମ, କୃତ୍ରିମ ଅଙ୍ଗ ଓ ସହାୟକ ଉପରଣ ଯୋଗାଇବେ ସରକାର

ଭୁବନେଶ୍ୱର: ମିଳିବ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ । ବିଭିନ୍ନ କେନ୍ଦ୍ର ଓ ଭାମ୍ୟମାଣ ଶିବିର ଜରିଆରେ ଜାରି ରହିବ ବିତରଣ । ରାଜ୍ୟରେ ପ୍ରାୟ ୪ଲକ୍ଷ ଭିନ୍ନକ୍ଷମଙ୍କୁ ଯୋଗାଇ ଦିଆଯିବ ଆବଶ୍ୟକୀୟ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ସହ ଅନ୍ୟାନ୍ୟ ସହାୟକ ସରଞ୍ଜାମ । ସାମାଜିକ ସୁରକ୍ଷା…