ଇସ୍ତଫା ଦେଲେ ଭାରତୀୟ ମହିଳା ହକି ଟିମ କୋଚ ଜେନେକ ସ୍କୋପମ୍ୟାନ
ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ କୋଚ ଜେନେକ ସ୍କୋପମ୍ୟାନ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଟିମ ଯୋଗ୍ୟତା ହାସଲ କରି ନ ପାରିବାରୁ ତାଙ୍କୁ ସମାଲୋଚନା…