Latest Odisha News

BREAKING NEWS

Yearly Archives

2024

ଶ୍ରୀମନ୍ଦିରରେ ଆଜି ମହାବାହୁଙ୍କ ଗଜ ଉଦ୍ଧାରଣ ବେଶ, ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଲୋକନାଥ

ପୁରୀ: ଆଜି ପବିତ୍ର ମାଘ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ଗଜ ଉଦ୍ଧାରଣ ବେଶ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ହେବା ପରେ ସିଂହାରୀ ସେବକଙ୍କ ଦ୍ବାରା ଏହି ବେଶ ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପରେ ମହାପ୍ରଭୁଙ୍କୁ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବ ।…

ବିଶ୍ୱର ସବୁଠାରୁ ଲମ୍ୱା ସହର

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକୁ ଚମକଦାର ଏବଂ ବିଳାସପୂର୍ଣ୍ଣ ସହର ଭାବେ ଆମେ ଜାଣିଛେ । ହେଲେ ଆପଣ ଜାଣିଛନ୍ତି କି ବ୍ୟାଙ୍କକ ସହର ସହିତ ଜଡିତ କିଛି କଥା ଯାହା ଏହାକୁ ସ୍ୱତନ୍ତ୍ର କରିଛି । ବ୍ୟାଙ୍କକ୍ ବିଶ୍ୱର ସବୁଠାରୁ ଲମ୍ୱା ସହରର ନାଁ ଭାବେ ଦାବି କରିଛି । ନିକଟରେ…

ତାତିରୁ ମିଳିଲା ଆଶ୍ୱସ୍ତି: ରାଜ୍ୟର ୯ ଜିଲ୍ଲାରେ ହାଲୁକା ବର୍ଷା, ୨୯ରୁ ପାଗରେ ପରିବର୍ତ୍ତନ

ଭୁବନେଶ୍ବର: ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ରାଜ୍ୟରେ ତଳମୁହାଁ ହୋଇଛି ପାରଦ । ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୫.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବାବେଳେ ବୌଦ୍ଧରେ ୩୫, ଟିଟିଲାଗଡ଼ର ୩୪.୫, ରାୟଗଡ଼ାରେ ୩୪.୪, ଅନୁଗୁଳରେ ୩୪.୧, ମାଲକାନଗିରି, ଭବାନୀପାଟଣା ଓ ନୂଆପଡ଼ାରେ…

ତାଜ ମହୋତ୍ସବରେ ସଂସ୍କୃତି ଓ ସମୃଦ୍ଧିର ଝଲକ୍

ନୂଆଦିଲ୍ଲୀ: ତାଜ ମହୋତ୍ସବ ଉତ୍ତର ପ୍ରଦେଶର ଏକ ପ୍ରସିଦ୍ଧ ସାଂସ୍କୃତିକ ପୂର୍ବ। ଯାହା ପ୍ରତିବର୍ଷ ଆଗ୍ରାରେ ଆୟୋଜନ କରାଯାଉଛି। ଏହି ଅବସରରେ କଳା ଏବଂ ସଂସ୍କୃତି ସହିତ ଜଡିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ତାଜ ମହୋତ୍ସବର ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଆଗ୍ରା ପର୍ଯ୍ୟଟନକୁ ପ୍ରତ୍ସାହିତ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀମନ୍ଦିର ସୁରକ୍ଷା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ସଂରକ୍ଷଣ ପାଇଁ ଯେଉଁ ବହଳ ଚୂନର ଆସ୍ତରଣ ଦିଆ ଯାଇଥିଲା ସେ ବିଷୟରେ ଐତିହାସିକ କେଦାରନାଥ ମହାପାତ୍ର ତାଙ୍କ ରଚିତ "ଖୁରୁଧା ଇତିହାସ " ପୁସ୍ତକରେ…

ଆଜି ପବିତ୍ର ମାଘ ପୂର୍ଣ୍ଣିମା, କରନ୍ତୁ ଏହି କାମ ଭଗବାନ ବିଷ୍ଣୁଙ୍କର ମିଳିବ ଅଶେଷ କୃପା

ଭୁବନେଶ୍ବର: ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଶାସ୍ତ୍ରରେ ସମସ୍ତ ପୂର୍ଣ୍ଣିମା ଗୁଡିକର ବିଶେଷ ମହତ୍ତ୍ୱ ରହିଛି କିନ୍ତୁ ମାଘ ପୂର୍ଣ୍ଣିମା ବିଶେଷ ଫଳପ୍ରଦ ବୋଲି ବିବେଚନା କରାଯାଏ । କାରଣ ଅନ୍ୟ ପୂର୍ଣ୍ଣିମା ଗୁଡିକରେ ଦେବି ଲକ୍ଷ୍ମୀ ଓ ଚନ୍ଦ୍ର ଦେବାତାଙ୍କୁ ପୂଜା କରାଯାଇଥାଏ ହେଲେ ମାଘ…

ମୁଁ ମଲାଲା ନୁହେଁ, ମୁଁ ଭାରତରେ ସ୍ୱାଧୀନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଜଣେ ସମାଜସେବୀ ତଥା ସାମ୍ୱାଦିକ ୟାନା ମୀରଙ୍କୁ ବ୍ରିଟେନ୍ ସଂସଦରେ ବିବିଧତା ଆମ୍ୱାସାଡର ପୁରସ୍କାରରେ ସମ୍ମାନିତ କରାଯାଇଛି । ଜମ୍ମୁ କାଶ୍ମୀରକୁ ନେଇ  ପ୍ରଚାର ପ୍ରସାର  ବିରୋଧରେ ୟାନା ମୀରଙ୍କ ଭାଷଣ ଭାଇରାଲ ହେବାରେ ଲାଗିଛି । ବ୍ରିଟେନର ଜମ୍ମୁକାଶ୍ମୀର…

୬୬୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟ କ୍ରୀଡ଼ାର ଭିତ୍ତିଭୂମୀକୁ ସୁଦୃଢ କରିବା ପାଇଁ ଅନେକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪୮ଟି ବହୁମୁଖୀ ଇନଡୋର ଷ୍ଟାଡିୟମ, କଟକ ଟେବୁଲ ଟେନିସ୍ ଏକାଡେମୀ, ରାଉରକେଲା ଜିମ୍ନାଷ୍ଟିକ୍ ଏକାଡେମୀ ଓ ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ର ସମେତ…

‘ମୋ ବସ୍‌’ର ନୂତନ ମୋବାଇଲ୍ ଆପ୍ ଉନ୍ମୋଚନ

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିୟନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସହରୀ ଜନ ପରିବହନ ପ୍ରକଳ୍ପ। ମୋ ବସ୍ ସେବାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଯାତ୍ରୀମାନଙ୍କ ପାଇଁ ସହଜ, ସରଳ ଯାତ୍ରା ପାଇଁ ଏକ ନୂତନ ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍ ଉନ୍ମୋଚନ ହୋଇଛି । ଯେଉଁଥିରେ…

ଅନ୍ୟ ଶରୀରରେ ଦମୟନ୍ତୀଙ୍କ ଯକୃତ, ଗ୍ରୀନ କରିଡରରେ ଗଲା ଦିଲ୍ଲୀ

ଭୁବନେଶ୍ବର : ପ୍ରତିରୋପଣ ସେବା କ୍ଷେତ୍ରରେ ନିଜର ପାରଦର୍ଶିତାକୁ ବଜାୟ ରଖିବା ସହିତ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର କରି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏମ୍‌ସ ଭୁବନେଶ୍ବର। ପ୍ରଥମଥର ପାଇଁ ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ବିଶେଷଜ୍ଞମାନେ ବ୍ରେନ୍‌ ଷ୍ଟେମ୍‌ ଡେଡ୍‌…