ବିଗିଡିଲା ଶୋଏବ ଇବ୍ରାହିମ ସ୍ଵାସ୍ଥ୍ୟବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି
ମୁମ୍ବାଇ: ଅଭିନେତା ଶୋଏବ ଇବ୍ରାହିମ ପ୍ରଶଂସକଙ୍କ ପାଇଁ ଏକ ଦୁଃଖ ଖବର । ବିଗିଡିଲା ଶୋଏବଙ୍କ ସ୍ଵାସ୍ଥ୍ୟବସ୍ଥା । ହସ୍ପିଟାଲରେ ହେଲେ ଭର୍ତ୍ତି । ଶୋଏବଙ୍କ ପତ୍ନୀ ଦୀପିକା କକ୍କର ଏନେଇ ସୂଚନା ଦେଇଛନ୍ତି । ଦୀପିକା ତାଙ୍କ ସୋସିଆଲ ମିଡିଆରେ ଆକାଉଣ୍ଟରେ ଶୋଏବଙ୍କ ଏକ ଫଟୋ ସେୟାର କରିଛନ୍ତି…