ଚାଷୀ ଆନ୍ଦୋଳନରେ ଆଉ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ଅଭିଯୋଗ ! ସଫେଇ ଦେଲା ହରିଆଣା ପୋଲିସ
ନୂଆଦିଲ୍ଲୀ: ଦିଲ୍ଲୀର କୃଷକମାନଙ୍କ ପଦଯାତ୍ରା ସମୟରେ ଅନେକ ପ୍ରକାରର ଖବର ଓ ଗୁଜବ ପ୍ରଚାରିତ ହେଉଛି। ଏହି ସମୟରେ ୨୩ ବର୍ଷ ବୟସ୍କା ଯୁବକଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି। ଯାହାକୁ ହରିୟାଣା ପୋଲିସ ଏକ ଗୁଜବ ବୋଲି କହିଛି। ହରିୟାଣା ପୋଲିସ ୩.୩୦ରେ ଟ୍ୱିଟ୍ କରି ସ୍ପଷ୍ଟ କରିଛି ଯେ…