ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ପ୍ରତ୍ୟାହାର ହେବ ଜନଜାତି ସଦସ୍ୟଙ୍କ ଉପରେ ଥିବା ୪୮୦୧୮ ମାମଲା
ଭୁବନେଶ୍ବର: ଓଡିଶାର ଜନଜାତୀ ସଦସ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ବଡ ଘୋଷଣା । ପ୍ରତ୍ୟାହାର ହେବ ସେମାନଙ୍କ ଉପରେ ଥିବା ଅନେକ ଛୋଟ ଛୋଟ ମକଦ୍ଦମା । ଏହି ମକଦ୍ଦମା ଗୁଡିକ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ ଯେ,…