ଆସନ୍ତୁ ଜାଣିବା କିଏ ସେ ନାଭଲନୀ, ଯିଏ ପୁତିନଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲେ
ମସ୍କୋ: ରୁଷିଆରେ ଭ୍ଲାଡିମିର ପୁତିନଙ୍କ ବିରୋଧୀ ଭାବେ ପରିଚିତ ରାଜନେତା ଅଲେକ୍ସି ନାଭଲନୀଙ୍କ ପରଲୋକ ହୋଇଯିବା ସାରା ବିଶ୍ୱକୁ ଚକିତ କରିଛି । ରୁଷ ଅଧିକାରୀଙ୍କ ଅନୁସାରେ ଶୁକ୍ରବାର ଜେଲରେ ତାଙ୍କର ମୃତ୍ୟୁ ଘଟିଥିଲା । ସଂଯୁକ୍ତ ରାଷ୍ଟ୍ର ଏହି ମୃତ୍ୟୁର ନିରପେକ୍ଷ ଯାଂଚ ହେବା ଉଚିତ ବୋଲି…