ଭାରତର ଏହି ତିନୋଟି ରାଜ୍ୟ ପୂରା ଦେଶକୁ ଯୋଗାଏ ସେଓ, ଜାଣନ୍ତୁ…
ଭୁବନେଶ୍ଵର: ସେଓ ଖାଇବା କାହାକୁ ବା ପସନ୍ଦ ନୁହେଁ । ଏହା କେବଳ ସ୍ଵାସ୍ଥ୍ୟପ୍ରଦ ନୁହେଁ ଅତି ସ୍ୱାଦିଷ୍ଟ ମଧ୍ୟ । କିନ୍ତୁ ଏହା ଏକ ଏପରି ଫଳ ଯାହାକୁ ସବୁବେଳେ କିମ୍ବା ସବୁ ସ୍ଥାନରେ ଚାଷ କରାଯାଇପାରିବ ନାହିଁ । କୁହାଯାଏ ଯେ ପ୍ରତିଦିନ ଏକ ସେଓ ଖାଇବା କୌଣସି ବି ବ୍ୟକ୍ତିକୁ ସୁସ୍ଥ ରଖିବାରେ…