ନିଜ ପିଲାଙ୍କ ଦ୍ବାରା ଜବରଦସ୍ତ ଭିକ ମଗେଇ ୪୫ ଦିନରେ ରୋଜଗାର କଲେ ଅଢେଇ ଲକ୍ଷ ଟଙ୍କା, ମହିଳା ଗିରଫ
ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ନିଜ ର ନାବାଳକ ପିଲାମାନଙ୍କୁ ଭିକ ମାଗିବାକୁ ବାଧ୍ୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ଜଣେ ୪୦ ବର୍ଷୀୟ ମହିଳା । ଏହି ଘଟଣାର ଖୁଲାସ ଏକ ଏନଜିଓ ସଂସ୍ଥା କରିବାପରେ ମହିଳାଙ୍କୁ ଗିରଫ କରିଛି ଇନ୍ଦୋର…