ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପା ସେଟ୍ଟୀ
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଲୋକେମାନେ ମଧ୍ୟ ଚିଠିକୁ ଖୁବ୍ ମାତ୍ରାରେ ପଢ଼ୁଛନ୍ତି । ଏହି ଚିଠିକୁ ମହାରାଷ୍ଟ୍ର ବିଜେପି ଅଫିସ୍ ଟ୍ୱିଟର ଆକାଉଣ୍ଟରେ ଶେୟାର…