Latest Odisha News

BREAKING NEWS

Yearly Archives

2024

ଡକ୍ଟର ବି ଆର ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ 

ଭୁବନେଶ୍ବର: ଭାରତୀୟ ସମ୍ବିଧାନର ଜନକଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ। ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ନବନିର୍ମିତ ବରମୁଣ୍ଡାର ବସଷ୍ଟାଣ୍ଡ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି…

ଗଣତନ୍ତ୍ରର ହତ୍ୟା ହୋଇଛି, କାହିଁକି ଏଭଳି କହିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନରେ ​​ବାଲାଟ ପେପରକୁ ଟାମ୍ପରିଂ ଅଭିଯୋଗ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସୋମବାର ଏହି ମାମଲାର ଶୁଣାଣି ବେଳେ ଶୀର୍ଷ ଅଦାଲତ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ନିର୍ବାଚନ ଅଧିକାରୀ ବାଲାଟ ପେପରରେ ଜାଲିଆତି କରିଛନ୍ତି।…

ଓଡ଼ିଆ ଭାଷା : କାଲି, ଆଜି ଓ କାଲି

ଅମ୍ବିକା ପ୍ରସାଦ କାନୁନଗୋ ବହୁ ଘାତ-ପ୍ରତିଘାତ ମଧ୍ୟରେ ଓଡ଼ିଆ ଭାଷା ଆଗକୁ ବଢିଛି। ବିଦେଶରେ ପ୍ରାୟ ୬ କୋଟି ଲୋକଙ୍କ ମୁଁହରେ ଓଡ଼ିଆ ଭାଷା । ଦେଶରେ ୭ କୋଟି ଲୋକ ଓଡ଼ିଆ କହନ୍ତି । ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା, ଏହାର ସ୍ବତନ୍ତ୍ରତା ଥିଲେ ମଧ୍ୟ ଅତୀତରେ ଏହି ଭାଷା ଉପରେ…

ଉଦଯାପିତ ହେଲା ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍

ଭୁବନେଶ୍ୱର: ଉଦ୍‌ଯାପିତ ହେଲା ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ । ଜିଏମ୍ ସାୟନ୍ତନ ଦାସ  ସର୍ବାଧିକ ପଏଣ୍ଟ ରଖି ଚାମ୍ପିଅନ ହୋଇଥିବା ବେଳେ ଜିଏମ୍ ଦୀପ୍ତାୟନ ଘୋଷ ରନର୍ସ ଅପ୍ ହୋଇଛନ୍ତି । ଉଦ୍‌ଯାପନୀ ଉତ୍ସବରେ ସର୍ବଭାରତୀୟ ଚେସ୍ ସଂଘ ସଭାପତି ଡ. ସଂଜୟ କପୁର ମୁଖ୍ୟ…

ବଜେଟ୍ ଅଧିବେଶନ: ରାଜ୍ୟ ସରକାରଙ୍କ ଉପଲବ୍ଧି ଉପସ୍ଥାପନା କଲେ ରାଜ୍ୟପାଳ 

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଆରମ୍ଭରୁ ହିଁ ବେଶ୍ ସରଗରମ ହୋଇଛି ଗୃହ। ଅଧିବେସନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କର କେଉଁ କେଉଁ କ୍ଷେତ୍ରରେ କଣ କଣ ଉପଲବ୍ଧି ରହିଛି ତାକୁ ବାଖାଣିଥିଲେ ରାଜ୍ୟପାଳ ରଘୁବର ଦାସ। ବିଧାନସଭା ଭିତରେ ପ୍ରବେଶ ପୂର୍ବରୁ ପ୍ରଥମେ…

ଆସ୍ଥା ଭୋଟ୍ ଜିତିଲେ ଚମ୍ପେଇ ସରକାର, ୪୭ ଖଣ୍ଡ ଭୋଟରେ ଜିତିଲେ ଚମ୍ପେଇ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ଚମ୍ପେଇ ସରକାର । ବହୁମତ ପ୍ରମାଣିତ କଲେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍‌ । ୪୭ ବିଧାୟକଙ୍କ ସମର୍ଥନ ସହ ବହୁମତ ପ୍ରମାଣିତ କରିଛନ୍ତି ଚମ୍ପେଇ । ସେପଟେ ଜେଲରୁ ଆସି ଆସ୍ଥା ଭୋଟରେ ସାମିଲ୍ ହୋଇଥିଲେ ପୂର୍ବତନ…

ଗୁମର ଖୋଲିଲେ ଥରୁର, କହିଲେ ରାମ ମନ୍ଦିର ପ୍ରତିଷ୍ଠା ବେଳେ କାହିଁକି କଂଗ୍ରେସ ହୋଇନଥିଲା ସାମିଲ୍ 

ନୂଆଦିଲ୍ଲୀ:ବଡ଼ ଧୂମଧାମରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେଲା। ଦେଶର ବଡ଼ ବଡ଼ ତାରକା ତଥା ଅନେକ ଲୋକ ଏଥିରେ ଯୋଗଦାନ କଲେ। କିନ୍ତୁ ଏହି ଉତ୍ସବରେ ସାମିଲ୍ ହୋଇନଥିଲା କଂଗ୍ରେସ ଦଳ। ଯାହାକୁ ନେଇ ଏହାର କାରଣ କଣ ଥିଲା ଏବେ ସେ ଗୁମର ଖୋଲିଛନ୍ତି ଦଳର ବରିଷ୍ଠ ନେତା ଶଶି ଥରୁର। କଂଗ୍ରେସ…

ମାଛି ମାନଙ୍କର ଏହି ଅଙ୍ଗ କରିଥାଏ ଖାଦ୍ୟ ଦୂଷିତ, ରୁହନ୍ତୁ ସାବଧାନ

ଭୁବନେଶ୍ଵର: ମାଛି ଦେଖିବା କ୍ଷଣି ସମସ୍ତେ ତାକୁ ଘଉଡାଇ ଦିଅନ୍ତି । ସେମାନଙ୍କର ଶବ୍ଦ ଏବଂ ଅପରିଷ୍କାରତା କାରଣରୁ ସମସ୍ତେ ମାଛିକୁ ଘୃଣା କରନ୍ତି । ସବୁଠାରୁ ଅଧିକ ରାଗ ସେତେବେଳେ ଲାଗେ ଯେତେବେଳେ ଆମେ ଖାଉଥିବା କୌଣସି ଖାଦ୍ୟ ଉପରେ କେଉଁଠାରୁ ଏକ ମାଛି ଉଡି ଆସି ବସି ସେହି ଖାଦ୍ୟକୁ ଦୂଷିତ…

ନିର୍ବାଚନ ପୂର୍ବରୁ ପାକିସ୍ତାନରେ ଆତଙ୍କୀ ହାମଲା, ୧୦ ପୋଲିସ କର୍ମଚାରୀ ମୃତ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଏଥିପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ଆଜି ହୋଇଛି ଏକ ବଡ ଧରଣର ଆତଙ୍କୀ ହାମଲା । ଏହି ହମଲାରେ ୧୦ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଡେରା ଇସମାଇଲ ଖାନ…

ଏହି ତିନୋଟି ମନ୍ଦିର ଆମକୁ ଶାନ୍ତି ପୂର୍ବକ ମିଳିଗଲେ ଆମେ ଆଉ କୌଣସି ମସଜିଦ ଆଡକୁ ଭୁଲରେ ବି ଚାହିଁବୁନି: ଗୋବିନ୍ଦ…

ନୂଆଦିଲ୍ଲୀ: ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ରର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ୍ ଗିରି ମହାରାଜ କାଶୀ, ମଥୁରାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ପୁନେରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ସେଠାରେ କହିଛନ୍ତି ଯେ, ଅଯୋଧ୍ୟା ପରେ କାଶୀ, ମଥୁରାର ମନ୍ଦିର ଆମକୁ ଶାନ୍ତିପୂର୍ଣ୍ଣ ଭାବେ…