Latest Odisha News

BREAKING NEWS

Yearly Archives

2024

ଭାରତର ଏହି ସ୍ଥାନରେ ସର୍ବପ୍ରଥମେ ଇଂରେଜ ମାନେ ଆରମ୍ଭ କରିଥିଲେ ଡବଲ୍ ଡେକର ବସ୍

ନୂଆଦିଲ୍ଲୀ: ଗତ ବର୍ଷ ୧୫ ସେପ୍ଟେମ୍ବରରେ ମୁମ୍ବାଇରେ ଡବଲ୍ ଡିଜେଲରେ ଚାଲୁଥିବା ଡବଲ୍ ଡେକର୍ ବସ୍ କୁ ବନ୍ଦ କରିଦିଆ ଯାଇଥିଲା । ଏହି ବସ୍ ଗୁଡିକ ମୁମ୍ବାଇ ସହରର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟିକରିଥିଲା । ତେବେ ଏହାର ତିନି ଦଶନ୍ଧି ପରେ ଅହମଦାବାଦରେ ପୁଣି ଥରେ ଆରମ୍ଭ ହୋଇଛି ଏହି ଡବଲ୍…

ପଞ୍ଜାବର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ବନୱାରୀ ଲାଲ ପୁରୋହିତ

ପଞ୍ଜାବ: ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ । ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ନିଜର ବ୍ୟକ୍ତିଗତ କାରଣରୁ ଏହିପରି ନିଷ୍ପତ୍ତି ନେଉଛନ୍ତି ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି । ବନୱାରିଲାଲ ପୁରୋହିତ ରାଷ୍ଟ୍ରପତି ଦ୍ରୌପଦୀ…

ବିହାରରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ

ପାଟନା: ବିହାରରେ ଏନଡିଏ ସହ ମିଶି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ଶପଥ ପରେ ଆଜି ସରକାରରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହୋଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ସହିତ ମୋଟ ୫ ଟି ମନ୍ତ୍ରଣାଳୟ ରଖିଥିବାବେଳେ ଡେପୁଟି ସିଏମ ସମ୍ରାଟ ଚୌଧୁରୀ ଏବଂ…

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦି, ନବନିର୍ମିତ ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସର କଲେ ଲୋକାର୍ପଣ

ସମ୍ବଲପୁର: ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଲେ । ସେଠାରେ ତାଙ୍କୁ ଦଳୀୟ ନେତୃବୃନ୍ଦ ଓ କର୍ମୀ ଭବ୍ୟ ସ୍ବାଗତ କରିଥିଲେ । ଏହାପରେ ସେଠାରୁ ପ୍ରଧାନମନ୍ତ୍ରୀ ବାୟୁସେନାର ଏକ…

ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନତା ମଇଦାନଠାରେ ଏହାର ଉଦଘାଟନ କରିଛନ୍ତି । ଓଡ଼ିଆ ଭାଷା ଓ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ…

ସରିଲା ମାଳଦ୍ୱୀପ-ଭାରତ ବୈଠକ, କ’ଣ ବାହାରିଲା ନିଷ୍କର୍ସ?

ନୂଆଦିଲ୍ଲୀ: ବିବାଦ ଭିତରେ ମାଳଦ୍ୱୀପ-ଭାରତ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଏହି ବୈଠକରେ ମାଳଦ୍ୱୀପରୁ ଭାରତୀୟ ସେନା ହଟାଇବା ନେଇ ଆଲୋଚନା ହୋଇଛି। ସୂଚନା ଅନୁସାରେ ମାଳଦ୍ୱୀପ ମାଟିରେ ନିୟୋଜିତ ଥିବା ଭାରତୀୟ ସେନା ବାହିନୀର ଉପସ୍ଥିତି ଏବଂ କାର୍ଯ୍ୟକଳାପ…

ଶିବ ଅବତାର ସହ ‘ଶମ୍ଭୁ’ ଗୀତର ପ୍ରଥମ ଲୁକ୍ ସେୟାର କଲେ ଖିଲାଡି ଷ୍ଟାର, ଜାଣନ୍ତୁ କେବେ ରହିଛି ରିଲିଜ…

ମୁମ୍ବାଇ: ଫିଲ୍ମ ବ୍ୟତୀତ ଅକ୍ଷୟ କୁମାର ତାଙ୍କ ମ୍ୟୁଜିକ୍ ଭିଡିଓ ପାଇଁ ସବୁବେଳେ ପ୍ରଶଂସା ସାଉଁଟିଥାନ୍ତି । ବଲିଉଡର ଖିଲାଡି କୁମାର ତାଙ୍କର ଆଗାମୀ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ପାଇଁ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି । ଏହି ଅଭିନେତା ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଅଟନ୍ତି ।…

ଧଳା ଷ୍ଟ୍ରବେରୀ ଚାଷ କରି ଚର୍ଚ୍ଚାରେ ଏହି ରାଜ୍ୟର ଚାଷୀ, ଜାଣନ୍ତୁ କେତେ ରହିଛି ଏହାର ଦାମ୍

ନୂଆଦିଲ୍ଲୀ: ଷ୍ଟ୍ରବେରୀ ପ୍ରାୟ ସମସ୍ତଙ୍କର ପସନ୍ଦ । ସ୍ଵାଦରେ ଯେମିତି ଗୁଣରେ ବି ସେମିତି । ଆଉ ରଙ୍ଗ ଦେଖି ତ ଯେ କେହିବି ତାକୁ ଖାଇବାକୁ ପସନ୍ଦ କରିବ । ଆପଣମାନେ ସମସ୍ତେ ସାଧାରଣତଃ ନାଲି ରଙ୍ଗର ଷ୍ଟ୍ରବେରୀ ଦେଖିଥିବେ । କିନ୍ତୁ କେବେ ଧଳା ରଙ୍ଗର ଷ୍ଟ୍ରବେରୀ ଦେଖିଛନ୍ତି କି? ଷ୍ଟ୍ରବେରୀ…

ଦେବୀ ପ୍ରସନ୍ନ ପଟ୍ଟନାୟକ ପାଇଲେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ପୁରସ୍କାର

ଭୁବନେଶ୍ୱର: ଶାସ୍ତ୍ରୀୟ ଭାରତୀୟ ଭାଷା ଉପରେ ଜୀବନବ୍ୟାପୀ ଗବେଷଣା ପାଇଁ ବିଶିଷ୍ଟ ଭାଷାବିତ୍ ତଥା ଲେଖକ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଶନିବାର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନୀ ସମାରୋହରେ…

ଏଣିକି ଭିତରକନିକାର ନୀଳ ଜଳରାଶି ଭିତରେ ରାତ୍ରୀ ଯାପନର ମଜା ଉଠାଇପାରିବେ ପର୍ଯ୍ୟଟକ

କେନ୍ଦ୍ରାପଡା: ଚାରିପଟେ ନୀଳ ଜଳରାଶି, ଆଉ ତା’ଭିତରେ ପୁରା ରାତ୍ରୀ ଯାପନ । ଖାଇବା, ପିଇବା ସହ ନାଚ ଗୀତ । କଣ ଆପଣ ବି ଭାବୁଛନ୍ତି ନା ଏସବୁ ଆମେ କୌଣସି ସମୁଦ୍ର ଭିତରେ ଯାଉଥିବା ଯାହାଜ କଥା କହୁଛୁ । ନାଁ ଆଜ୍ଞା କୌଣସି ଗଭୀର ସମୁଦ୍ର ଭିତରେ ନୁହଁ ଆମେ କହୁଛୁ ଭିତରକନିକା କଥା । ଏଣିକି…