Latest Odisha News

BREAKING NEWS

Yearly Archives

2024

ଏହି କ୍ରିକେଟରଙ୍କ ନାଁରେ ରହିଛି ମହାରେକର୍ଡ, ଯାହାକୁ ଭାଙ୍ଗିବାରେ ବିଫଳ ହୋଇଛନ୍ତି ଅନେକ ଖେଳାଳି

ନୂଆଦିଲ୍ଲୀ: ଆରମ୍ଭରୁ ହାତଗଣତି ଦେଶକୁ ନେଇ କ୍ରିକେଟ ଖେଳ ଆରମ୍ଭ ହୋଇଥିଲା। ଇତିହାସରୁ ଜଣାଯାଏ ଯେ ଏଥିରେ କେବଳ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ନିଜ ମଧ୍ୟରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ବହୁତ କମ୍ ଥିଲା। ଯେଉଁଥିପାଇଁ…

କୋହଲି ଖୁବ ଶୀଘ୍ର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବେ ବୋଲି କହିଲେ ଡିଭିଲର୍ସ

ମୁମ୍ବାଇ: ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଏବେ କିଛି ମାସ ଧରି ଗଣମାଧ୍ୟମରେ ଖବର ପ୍ରକାଶ ପାଇ ଆସୁଛି । ତେବେ ଏହାର ସତ୍ୟତା ନେଇ କେହି ଦୃଢ଼ ଭାବରେ କହି ପାରୁ ନାହାନ୍ତି । ତେବେ ଶନିବାର ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା କୋହଲିଙ୍କ ପ୍ରିୟ ବନ୍ଧୁ ଏବି ଡିଭିଲର୍ସ ଏହାର ଖୁଲାସା…

ପାରା ଆଥଲେଟ ସୁବର୍ଣ୍ଣା ରାଜଙ୍କୁ ଫ୍ଲାଇଟରେ ମିଳିଲାନି ହ୍ୱିଲଚେୟାର

ନୂଆଦିଲ୍ଲୀ: ଭାରତୀୟ ପାରା ଆଥଲେଟ ସୁବର୍ଣ୍ଣା ରାଜଙ୍କୁ ଏୟାରଲାଇନ୍ସର କ୍ରୁ ମେମ୍ବର୍ସ ଖରାପ ବ୍ୟବହାର କରିଛନ୍ତି । ସୁବର୍ଣ୍ଣାଙ୍କ ଅଭିଯୋଗ ଅନୁସାରେ ସେ ବାରମ୍ବାର ତାଙ୍କ ହ୍ୱିଲଚେୟାର ମାଗିଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇ ନ ଥିଲେ । ସେ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ବେଳେ ଏହି ଘଟଣା…

ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କରୋନା ଓ ସ୍ୱାଇନ ଫ୍ଲୁ

ଜୟପୁର: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି । ସେ କରୋନା ଓ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସପ୍ତାହେ ପାଇଁ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏନେଇ ସୋସିଆଲ ମିଡିଆ…

ସବକା ସାଥ ସବକା ବିକାଶ ନୁହେଁ, ମୋଦି କରିଦେଲେ ସତ୍ୟାନାଶ: ଖଡଗେ 

ନୂଆଦିଲ୍ଲୀ: ସବକା ସାଥ ସବକା ବିକାଶ ନୁହେଁ, ମୋଦି କରିଦେଲେ ସତ୍ୟାନାଶ। ଏପରି କହି ଅଭିଭାଷଣ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ମୋଦି ସରକାରଙ୍କୁ ଟାର୍ଗେଟ କରି ଦେଶବାସୀଙ୍କୁ ଦେଇଛନ୍ତି ଚେତାବନୀ। ଦିଲ୍ଲୀରେ ଅନୁଷ୍ଠିତ ନ୍ୟାୟ ସଂକଳ୍ପ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ…

ଯଶସ୍ୱୀଙ୍କ ଦ୍ୱିଶତକ ପରେ ବୁମରାହଙ୍କୁ ୬ ୱିକେଟ: ଭାରତ ୧୭୧ ରନରେ ଅଗ୍ରଣୀ

ବିଶାଖାପଟନମ: ଯଶସ୍ୱୀ ଜୈସୱାଲଙ୍କ ଦ୍ୱିଶତକ ପରେ ଯଶପ୍ରୀତ ବୁମରାହଙ୍କ ୬ ୱିକେଟ ସଫଳତା ଯୋଗୁ ଭାରତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ୧୭୧ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିନେଇଛି । ଭାରତ ୩୩୬/୬ରୁ ଇନିଂସ ଆରମ୍ଭ କରି ୩୯୬ ରନରେ ଅଲଆଉଟ ହୋଇ…

ଜଳଖିଆ ନଦେବାରୁ ମା’କୁ ହତ୍ୟା କଲା ପୁଅ, ପରେ କଲା ଆତ୍ମସମର୍ପଣ

ବେଙ୍ଗାଲୁରୁ: ମା’କୁ ଲୁହାରଡରେ ପିଟି ମାରିଲା ପୁଅ। ସକାଳ ଜଳଖିଆ ନଦେବାରୁ ନାବାଳକ ପୁଅ ନିଜ ମା’କୁ ହତ୍ୟା କରିଛି। କର୍ଣ୍ଣାଟକର ମୁଲବାଗାଲ ସହରରେ ଘଟିଛି ଏହି ଘଟଣା । ନିଜ ମା’ଙ୍କୁ ହତ୍ୟା କରିବା ପରେ ପୋଲିସ ନିକଟକୁ ଯାଇ ଆତ୍ମସମର୍ପଣ କରିଥିଲା। ପରେ ପୋଲିସ ତାକୁ ଅଟକ କରିଛି ।…

ଇମ୍ରାନ ଖାନ ଓ ପତ୍ନୀଙ୍କୁ ଆଉ ୭ ବର୍ଷ ଜେଲ୍

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଆଉ ୭ ବର୍ଷ ଜେଲ । ଅଣ-ଇସଲାମିକ ବିବାହ ମାମଲାରେ କୋର୍ଟ ଉଭୟଙ୍କୁ ୭ ବର୍ଷ ଜେଲ ଦାଣ୍ଡରେ ଦଣ୍ଡିତ କରିଛନ୍ତି । ବୁଶରାଙ୍କ ପ୍ରଥମ ସ୍ୱାମୀ ଖାଓ୍ଵାର ମନେକା ଦୁଇଟି ବିବାହ ମଧ୍ୟରେ ଇଦ୍ଦାତ…

ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା, ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରରୁ ଶ୍ରୀକ୍ଷେତ୍ରକୁ ଗଡିଲା ଟ୍ରେନ୍

ସୋନପୁର: ଦେଶର ରେଳ ମାନଚିତ୍ରରେ ଯୋଡ଼ି ହେଲା ସୋନପୁର । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଦୀର୍ଘ ଦିନର ଦାବିକୁ ପୁରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କଳା ସଂସ୍କୃତିର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରରୁ ସିଧା ସଳଖ ଶ୍ରୀ କ୍ଷେତ୍ର ପୁରୀକୁ ଗଡିଲା ପୁରୀ-ସୋନପୁର-ପୁରୀ…

IRCTCର ଦମଦାର୍ ଟୁର୍ ପ୍ୟାକେଜ, ଶସ୍ତାରେ ବୁଲିପାରିବେ ତିରୁପତି ବାଲାଜୀ ମନ୍ଦିର

ନୂଆଦିଲ୍ଲୀ: ଯଦି ତୁମେ ତୁମର ପରିବାର ଏବଂ ସାଙ୍ଗମାନଙ୍କ ସହିତ ତିରୁପତି ବାଲାଜୀ ଯାତ୍ରା କରିବାକୁ ଚାହୁଁଛନ୍ତି ତ IRCTC ଆଣିଛି ଆପଣଙ୍କ ପାଇଁ ଦମଦାର୍ ଟୁର୍ ପ୍ୟାକେଜ । IRCTC ବାଲାଜୀ ଦର୍ଶନ ପାଇଁ ଏକ ଟୁର୍ ପ୍ୟାକେଜ୍ ଲଞ୍ଚ କରିଛି । ଏହା ଏକ ବଜେଟ୍ ଅନୁକୂଳ ଟୁର୍ ପ୍ୟାକେଜ୍ । ଯଦି ଆପଣ…