Latest Odisha News

BREAKING NEWS

Yearly Archives

2024

କ୍ରିକେଟରଙ୍କ କିଟରୁ ମିଳିଲା ମଦ ବୋତଲ, ବିୟର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟକୁ ନେଇ ଏକ ଲଜ୍ଜାଜନକ ଖବର ସମ୍ମୁଖକୁ ଆସିଛି । କେତେଜଣ କ୍ରିକେଟରଙ୍କ ନିକଟରୁ ବିମାନବନ୍ଦରରେ ମଦବୋତଲ ଓ ବିୟର ଜବତ କରାଯାଇଛି । ରିପୋର୍ଟ ଅନୁସାରେ ସିକେ ନାୟୁଡୁ ଟ୍ରଫି ଖେଳୁଥିବା ୨୩ ବର୍ଷରୁ କମ ସୌରାଷ୍ଟ୍ର ଦଳର କେତେକ ଖେଳାଳିଙ୍କ ନିକଟରୁ ଏହା ମିଳିଛି ।…

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ୫୦ଥର ଛୁରି ଭୁସି ହତ୍ୟା

ୱାଶିଂଟନ: ଆମେରିକାରେ ସୁରକ୍ଷିତ ନୁହଁନ୍ତି ଭାରତୀୟ ଛାତ୍ର। କିଛିଦନ ଧରି ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମନାକୁ ଆସୁଛି। ପୁଣି ଥରେ ଆଉ ଜଣେ ଭାରତୀୟ ଛାତ୍ରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ଜର୍ଜିଆରେ ବିବେକ ସାଇନିଙ୍କୁ ଛରି ଭୁଶିବା ସହ ହାତୁଡ଼ି ପଟି ଅତି…

ଆସନ୍ତୁ ଜାଣିବା କିଏ କହିଲେ କୋହଲି ମୋ ଉପରକୁ ଛେପ ପକାଇଥିଲେ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡିନ ଏଲଗାର ଭାରତର ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ନେଇ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କେପଟାଉନରେ ଭାରତ ବିପକ୍ଷରେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳି କ୍ରିକେଟକୁ ଅଲବିଦା କହିଥିଲେ । ସେ ୮୬ ଟେଷ୍ଟରେ ୫୩୪୭ ରନ କରିଛନ୍ତି । ବ୍ୟାଟର…

ବିବାହ ବନ୍ଧନରେ ଆବଦ୍ଧ ହେବେ ଦୀପ ଗ୍ରେସ ଏକ୍କା

ଭୁବନେଶ୍ୱର: ଓଡିଶାର ମହାନ ହକି ଖେଳାଳି ଦୀପ ଗ୍ରେସ ଏକ୍କା ନିକଟରେ ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିବା ପ୍ରଶଂସକଙ୍କୁ ନିରାଶ କରିଥିଲା । ତେବେ ଏହା ପଛରେ ଏକ ଖୁସି ଖବର ରହିଥିବା ସୋମବାର ଜଣାପଡିଛି । ଦୀପ ଗ୍ରେସ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।…

ରଣଜୀ ଟ୍ରଫି: ରାଜେଶଙ୍କ ଘାତକ ବୋଲିଂ, ହିମାଚଳ ପ୍ରଦେଶକୁ ୨୩୮ ରନରେ ହରାଇଲା ଓଡିଶା

କଟକ: ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡିର ଏକ ମ୍ୟାଚରେ ରାଜେଶ ମହାନ୍ତିଙ୍କ ଚମତ୍କାର ବୋଲିଂ ବଳରେ ଓଡିଶା ୨୩୮ ରନରେ ହିମାଚଳ ପ୍ରଦେଶକୁ ପରାସ୍ତ କରିଛି । ପୂର୍ବରୁ ଓଡିଶା ପ୍ରଥମ ଇନିଂସରେ ୧୩୮ ରନର ଜବାବରେ ହିମାଚଳ ପ୍ରଦେଶ ୧୭୬ ରନ ସଂଗ୍ରହ କରିଥିଲା । ପ୍ରଥମ…

ଜ୍ଞାନବ୍ୟାପି ମାମଲା: ସୁପ୍ରିମକୋର୍ଟ ପହଞ୍ଚିଲା ହିନ୍ଦୁ ପକ୍ଷ, ସିଲ ଅଞ୍ଚଳରେ ଏଏସଆଇ ସର୍ଭେ ଦାବି 

ନୂଆଦିଲ୍ଲୀ: ଜ୍ଞାନବ୍ୟାପି ମାମଲାରେ ସୁପ୍ରିମକୋର୍ଟ ପହଞ୍ଚିଲା ହିନ୍ଦୁ ପକ୍ଷ। ସର୍ବୋଚ୍ଚ ନ୍ୟାୟାଳୟରେ କରାଯାଇଛି ଆବେଦନ। ଲୋକକଥା ଅନୁସାରେ ପୂର୍ବରୁ ସିଲ୍ କରାଯାଇଥିବା ଅଞ୍ଚଳରେ ଶିବଲିଙ୍ଗ ଥିବା ଦାବି କରାଯାଉଥିଲା। ଯାହାର ସର୍ଭେ ପାଇଁ ଏଏସଆଇ ବା ପ୍ରତ୍ନତାତ୍ତ୍ୱିକ ବିଭାଗର…

ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନର ଦ୍ୱନ୍ଦ୍ୱ ଦୂର କଲେ ପ୍ରଧାନମନ୍ତ୍ରୀ; କହିଲେ ଲକ୍ଷ୍ୟ ରଖ,…

ନୂଆଦିଲ୍ଲୀ: ପରୀକ୍ଷା ସମୟ ଆସିଲେ ପିଲାମାନଙ୍କ ଉପରେ ଭଲ ଫଳ ପାଇଁ ଏକ ପ୍ରକାରର ଚାପ ପଡ଼ିଥାଏ। ଯାହାକୁ ଦୂର କରିବା ତଥା ମାନସିକ ଚାପକୁ କମ୍ କରିବା ଉଦ୍ଦେଶ୍ୟରେ ପ୍ରଧାମନ୍ତ୍ରୀଙ୍କର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯେଉଁଠି ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ ଏବଂ…

ଛତିଶଗଡ: ବିଧାନସଭା ଫର୍ମୁଲା ଲୋକସଭାରେ ଆପଣାଇବ ବିଜେପି 

ରାୟପୁର: ଲୋକସଭା ନିର୍ବାଚନ ଦିନ ଯେତେ ପାଖେଇ ଆସୁଛି ସମସ୍ତ ରାଜନୈତିକ ଦଳ ଗୁଡିକ ମଧ୍ୟ୍ୟ ତାଙ୍କର ନିର୍ବାଚନ ବୈତରଣୀ ପାର୍ କିପରି କରିବେ ସେ ନେଇ କଷୁଛନ୍ତି ଅଙ୍କ। ଛତିଶଗଡରେ ଲୋକସଭା ନିର୍ବାଚନ ପାଇଁ ବିଧାନସଭା ନିର୍ବାଚନ ରଣନୀତି ଆପଣାଇବ ଭାରତୀୟ ଜନତା ପାର୍ଟି। ଲୋକସଭା ନିର୍ବାଚନ ପାଇଁ…

ପୁଣି ସିମି ଉପରେ ଲଗିଲା ପ୍ରତିବନ୍ଧକ, ଆଉ ୫ ବର୍ଷ ପାଇଁ ବ୍ୟାନ୍

ନୂଆଦିଲ୍ଲୀ: ଆଉ ୫ବର୍ଷ ପାଇଁ ବେଆଇନ ଘୋଷଣା ହେଲା ଷ୍ଟୁଡେଣ୍ଟସ୍ ଇସ୍ଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ ବା ସିମି। କେନ୍ଦ୍ର ସରକାର ଏହା ଉପରେ କଟକଣା ଲଗାଇଛନ୍ତି। ୟୁଏପିଏ ଆଇନ୧୯୬୭ର ଧାରା ୩(୧) ଅନୁଯାୟୀ ଏହି କଟକଣା ଲଗାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ,…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା: ଜାଡେଜା, ରାହୁଲ ଓହରିଲେ

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ପୂର୍ବରୁ ଭାରତୀୟ ଟିମକୁ ଶକ୍ତ ଧକ୍କା ଲାଗିଛି । ଆଘାତ ସମସ୍ୟା ଯୋଗୁ ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି । ଫେବୃୟାରୀ ୨ରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଏହି ୨ଜଣଙ୍କ ବଦଳରେ ବିସିସିଆଇ ୩ଟି ଜଣ…