Latest Odisha News

BREAKING NEWS

Yearly Archives

2024

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମାନବବାଦର ପ୍ରତୀକ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଅଦ୍ଵିତୀୟ ଓ ଅନନ୍ୟ ମାନବବାଦର ପ୍ରତୀକ। ସମସ୍ତ ବିଲକ୍ଷଣ ଯୁକ୍ତ କଳେବର ଧାରଣ କରି ସେ ସାଧାରଣ ମାନବଟିଏ ଭଳି ସମସ୍ତ ରୀତିନୀତି, ସଂସ୍କୃତି ତଥା ପରମ୍ପରାକୁ ଆପଣେଇ…

୬ ଦଫା ଦାବି ନେଇ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ, ଜୀବନଯାତ୍ରା ଠପ୍

ନବରଙ୍ଗପୁର: ଆଜି ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ । ୬ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇଛି । ଏହି ବନ୍ଦ ଡାକରା ସକାଳ ୬ ଟା ରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ଯାହାର ପ୍ରଭାବ ଅନେକ କ୍ଷେତ୍ରରେ ପରିଲିକ୍ଷିତ ହୋଇଛି । ୬ ଦଫା ଦାବି ଭିତରେ ରହିଛି…

ସାଧାରଣ ନିର୍ବାଚନ ପୂର୍ବରୁ ୧୯ ଜଣିଆ ରାଜ୍ୟ ମୁଖପାତ୍ରଙ୍କ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ନିଜର ମୁଖପାତ୍ର ତାଲିକା ଘୋଷଣା କରିଛି । ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ନାମ ଘୋଷଣା କରିଛି । ସୁଜିତ୍ କୁମାର ଦାସଙ୍କୁ ଦଳର ଗଣମାଧ୍ୟମ ସେଲ୍ ସହସଂଯୋଜକରୁ ସଂଯୋଜକକୁ ପଦୋନ୍ନତି ଦେଇଛି ।…

ଭାଲେଣ୍ଟାଇନ୍ ସପ୍ତାହରେ ପରଦାକୁ ଆସିବ ‘ଆଶିକ୍ ସରେଣ୍ଡର ହେଲା’

ଭୁବନେଶ୍ବର : ବିଶ୍ୱାସ ପ୍ରଡକସନ୍ସ ପ୍ରଯୋଜିତ ଓଡ଼ିଆ ଫିଲ୍ମ ଆଶିକ୍ ସରେଣ୍ଡର ଭଲେଣ୍ଟାଇନ୍ ସପ୍ତାହରେ ପରଦାକୁ ଆସିବ ବୋଲି ପ୍ରେସ୍ କ୍ଲବରେ ଟ୍ରେଲର ରିଲିଜ ଉତ୍ସବରେ ଫିଲ୍ମର ନିର୍ମାତା ରାଜା ପ୍ରକାଶ କରିଛନ୍ତି । ସିନେମାର କାହାଣୀ ସମ୍ପୂର୍ଣ୍ଣ ରୋମାଣ୍ଟିକ ହୋଇଥିବା ବେଳେ ପ୍ରେମ୍…

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥଗାରରେ ପ୍ରଦର୍ଶିତ ହେଲା ନାଟକ ବକ୍ସି ଜଗବନ୍ଧୁ

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ସମଗ୍ର ରାଜ୍ୟରେ ଏକ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟର ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କଳା, ସଂସ୍କୃତି ଓ ଐତିହ୍ୟକୁ ନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେହି ପରିପ୍ରେକ୍ଷୀରେ…

ଗୋଟିପୁଅ ନୃତ୍ୟ ମହୋତ୍ସବ-୨୦୨୪ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟର ଉତ୍କଳ ରଙ୍ଗମଞ୍ଚରେ ‘ଗୋଟିପୁଅ ନୃତ୍ୟ ମହୋତ୍ସବ-୨୦୨୪’ ଉଦ୍‌ଘାଟିତ ହୋଇଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଏଥିରେ ମୁଖ୍ୟ ଅତିଥି ଭାବରେ…

ଭୁବନେଶ୍ୱର ସାହିତ୍ୟ ପର୍ବ ଉଦ୍‌ଯାପିତ

ଭୁବନେଶ୍ୱର : ଭୁବନେଶ୍ବର ସାହିତ୍ୟ ସାମାଜ ଟ୍ରଷ୍ଟ ଆନୁକୁଲ୍ୟରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ଭୁବନେଶ୍ବର ସାହିତ୍ୟ ପର୍ବ ଉଦଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବ ଅବସରରେ ଆୟୋଜିତ ମୁକ୍ତ ଅଧିବେଶନରେ ଜର୍ମାନୀ ଲେଖିକା ତଥା ଅନୁବାଦିକା ଉତ୍ତେ…

କାହିଁକି ପର୍ଯ୍ୟଟକଙ୍କୁ କୁତବମିନାର ଭିତରକୁ ପ୍ରବେଶ ନିଷେଧ, କଣ ରହିଛି ଏହା ପଛର କାହାଣୀ?

ନୂଆଦିଲ୍ଲୀ: କୁତବ ମିନାର କୁତବ୍ ଉଦ-ଦିନ୍ ଆଇବାକ୍, ଇଲଟୁମିଶ୍, ଫିରୋଜ ଶାହା ତୁଗଲାକ୍, ଶେର୍ ଶାହା ସୁରୀ ଏବଂ ସିକନ୍ଦର ଲୋଦି ପରି ଶାସକମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହା ଦିଲ୍ଲୀର ମେହେରୁଲିରେ ଅବସ୍ଥିତ । ପ୍ରତିବର୍ଷ ଭାରତ ତଥା ବିଶ୍ୱର ପ୍ରାୟ ୩୦ରୁ ୪୦ ଲକ୍ଷ ପର୍ଯ୍ୟଟକ ଏଠାକୁ…

କେଜ୍ରିୱାଲଙ୍କ ବଡ ଘୋଷଣା: ସମସ୍ତଙ୍କୁ ମିଳିବ ମାଗଣା ବିଜୁଳି!

ନୂଆଦିଲ୍ଲୀ: ଦିଲ୍ଲୀରେ ଯେତେ ବିଜୁଳି ବ୍ୟବହାର କଲେ ବି ଆସିବନି ବିଲ। ଲୋକସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ବଡ ଘୋଷଣା। ଦିଲ୍ଲୀରେ ଆରମ୍ଭ ହୋଇଛି ସୋଲାର ପଲିସି ୨୦୨୪। ଏହି ବିଷୟରେ ଲୋକଙ୍କୁ ଅବଗତ କରାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍‌ରିଓ୍ବାଲ…

ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଆଦିବାସୀଙ୍କ ପାଇଁ LAVA ଯୋଜନା ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିସହ ଆଦିବାସୀଙ୍କ ଜମି ବିକ୍ରୟ ନିୟମ ପ୍ରତ୍ୟାହୃତ ହୋଇଛି। ଲଘୁ…