ବଲାଙ୍ଗୀରରେ ବେଆଇନ୍ କ୍ରିପ୍ଟୋକରେନ୍ସି କାରବାରର ପର୍ଦ୍ଦାଫାସ, ମାଷ୍ଟରମାଇଣ୍ଡ ଗିରଫ
ବଲାଙ୍ଗୀର: ବଲାଙ୍ଗୀର ପୁଲିସ ବେଆଇନ୍ କ୍ରିପ୍ଟୋକରେନ୍ସି କାରବାରର ପର୍ଦ୍ଦାଫାସ କରିବା ସହ ରାକେଟର କିଙ୍ଗପିନ୍ ପ୍ରଶାନ୍ତ ମେହେରଙ୍କୁ ଶନିବାର ଗିରଫ କରିଛି। ତା' ନିକଟରୁ ଏକ ବିଳାସପୂର୍ଣ୍ଣ କାର୍ ଓ ଠକେଇ ସମ୍ବନ୍ଧୀୟ ଅନେକ କାଗଜପତ୍ର ମଧ୍ୟ ଜବତ ହୋଇଛି।
ପୁଲିସ ସୂଚନା ଅନୁଯାୟୀ, ମେହେର ଓ…