ମିଳିଲାନି ମହାପ୍ରୟାଣ ଗାଡି, ମୃତଦେହକୁ ଏକ କିଲୋମିଟର ବୋହି ନେଲେ ପରିବାର ଲୋକେ
ସୁନ୍ଦରଗଡ଼: ପୁଣି ମୃତଦେହକୁ ଅସମ୍ମାନ । ଗୋଟିଏ କିଲୋମିଟର ଯାଏଁ ମୃତଦେହକୁ ଟେକି ଟେକି ନେଲେ ସମ୍ପର୍କୀୟ । ପୁଣି ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ । ମୃତକ ହେଲେ ସୁନ୍ଦରଗଡ ସଦର ବ୍ଲକ ଟିମାଡିହି ଗାଁର ସୁରେଶ ଚନ୍ଦ୍ର ପଟେଲ ।
ଖବର ମୁତାବକ,…