ବିରଜା ହାଟକୁ ଅନ୍ୟତ୍ର ସ୍ଥାନାନ୍ତରିତ ନିଷ୍ପତ୍ତିକୁ ବ୍ୟବସାୟୀଙ୍କ ବିରୋଧ
ଯାଜପୁର: ଯାଜପୁର ଜିଲ୍ଲା ର ବିରଜା ହାଟକୁ ଅନ୍ୟତ୍ର ସ୍ଥାନାନ୍ତର ନିଷ୍ପତ୍ତି କୁ ବ୍ୟବସାୟୀ ଙ୍କ ବିରୋଧ ଜାରି ରହିଛି । ଆଜି ପ୍ରଭାବିତ ବ୍ୟବସାୟୀ ଙ୍କ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା । ଏଥିରେ କ୍ଷତିଗ୍ରସ୍ତ ବ୍ୟବସାୟି ଙ୍କୁ ପ୍ରଥମେ ଥଇଥାନ କରିବା ପରେ ଅନ୍ୟତ୍ର ସ୍ଥାନାନ୍ତର…