Latest Odisha News

BREAKING NEWS

Yearly Archives

2024

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବୋତ୍ତ ଭାବ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସର୍ବୋତ୍ତ ଭାବେ ଜାଣିବା ପାଇଁ ଯୁଗେ ଯୁଗେ ସାଧକ ମାନେ ସାଧନା କରିଆସୁଛନ୍ତି। କିନ୍ତୁ ତାଙ୍କ (ସାଧକ ମାନଙ୍କ )ଅନ୍ତରର ଜିଜ୍ଞାଂ କେବେ ପୂରଣ ହୋଇନି।…

ବିଶିଷ୍ଟ ଉର୍ଦ୍ଦୁ କବି ମୁନୱର ରାଣାଙ୍କ ପରଲୋକ, ୭୧ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ

ନୂଆଦିଲ୍ଲୀ: ପ୍ରଖ୍ୟାତ ଉର୍ଦ୍ଦୁ କବି ମୁନୱର ରାଣାଙ୍କର ଶନିବାର ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ମୁନୱର ରାଣା ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିଲେ। ଲକ୍ଷ୍ନୌର ଏସଜିପିଜିଆଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କବି ମୁନୱର ରାଣାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ…

ସକାଳେ ‘ହାତ’ ଛାଡ଼ିଲେ, ସନ୍ଧ୍ୟାରେ ଏକନାଥ ସିନ୍ଦେଙ୍କ ଧନୁତୀର ଧରିଲେ ମିଲିନ୍ଦ

ନୂଆଦିଲ୍ଲୀ: ମହାରାଷ୍ଟ୍ର କଂଗ୍ରେସକୁ ଏକ ବଡ଼ ଝଟକା ଦେଇଥିବା ଭେଟେରାନ ନେତା ମିଲିନ୍ଦ ଦେଓରା ଶେଷରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶ୍ରୀ ଦେଓରା ଶିବସେନାରେ ଯୋଗ ଦେଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା…

ମାଳଦ୍ୱୀପରେ କେତେ ସଂଖ୍ୟକ ରହିଛନ୍ତି ଭାରତୀୟ ସେନା, ଜାଣନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ମାଳଦ୍ୱୀପରୁ ସେନା ପ୍ରତ୍ୟାହାର ପାଇଁ ଆଜି ରବିବାର ଭାରତ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ସେ ଚିଠି ମାଧ୍ୟମରେ ଭାରତକୁ କହିଛନ୍ତି କି ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ସମସ୍ତ ସେନାଙ୍କ ପ୍ରତ୍ୟାହାର କରି ନିଆଯାଉ। ଏନେଇ…

ଯଶସ୍ୱୀ, ଶିବମଙ୍କ ବିସ୍ଫୋରକ ବ୍ୟାଟିଂରେ ଜିତିଲା ଭାରତ

ଇନ୍ଦୋର:ଯଶସ୍ୱୀ ଜୈସୱାଲ ଓ ଶିବମ ଦୁବେଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏଠାରେ ଅନୁଷ୍ଠିତ ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦କୁ ୬ ୱିକେଟରେ ଜିତି ନେଇଛି । ୧୭୩ ରନର ଲକ୍ଷ୍ୟକୁ ପିଛା କରି ଟିମ ଇଣ୍ଡିଆ ୧୫.୪ ଓଭରରେ ୪ଟି ୱିକେଟ ହରାଇ ଏହାକୁ ସହଜରେ ହାସଲ କରି ନେଇଥିଲା । ଏଥିସହ ୩…

ଟ୍ରାଫିକ ଜାଗିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ୟାମେରା, ଆପେ କଟିବ ଚାଲାଣ

ନୂଆଦିଲ୍ଲୀ: ଖୁବଶୀଘ୍ର ଟ୍ରାଫିକରେ ଲାଗିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ୟାମେରା । ଟ୍ରାଫିକ୍ ନିୟମର ଉଲ୍ଲଂଘନ ରୋକିବା ସହ ଚାଲାଣ କାଟିବା ପାଇଁ ଏହାକୁ ବ୍ୟବହାର କରାଯିବ । ରେଡ୍ ଲାଇଟ୍ ଜମ୍ପ୍, ଟ୍ରିପଲ୍ ରାଇଡିଂ, ସିଟ୍ ବେଲ୍ଟ ନ ପିନ୍ଧିବା, ଡ୍ରାଇଭିଂ ବେଳେ ମୋବାଇଲ୍ ବ୍ୟବହାର କରିବା,…

ରୁଷିଆରେ ମିଳିଲା ବୃହତ ସୁନା ଖଣି

ମସ୍କୋ: ରୁଷର ପୂର୍ବାଂଚଳରେ ଏକ ବଡ ସୁନା ଖଣି ମିଳିଛି । ଚୁକୋଟକାରେ ମିଳିଥିବା ଏହି ଖଣିରେ ୧୦୦ ଟନରୁ ଅଧିକ ସୁନା ଗଚ୍ଛିତ ଥିବା ରୁଷ ପକ୍ଷରୁ ଅନୁମାନ କରାଯାଇଛି । ୧୯୯୧ରେ ସୋଭିଏଟ ସଂଘର ପତନ ପରେ ରୁଷରେ ବଡ ଧରଣର ଖଣି ମିଳିଛି । ୟୁକ୍ରେନ ଆକ୍ରମଣ ପରଠାରୁ ରୁଷ ଉପରେ ଅଧିକାଂଶ ୟୁରୋପୀୟ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଜାନୁଆରୀ ୧୭କୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ। ଏହି ଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାନୁଆରୀ ୧୭ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ ଓ କଲେଜ ବନ୍ଦ ରହିବ। ପୁରୀଠାରେ ଶ୍ରୀମନ୍ଦିର…

ରଣଜୀ ଟ୍ରଫି: ବ୍ୟାଟିଂ ପରେ ଭଲ ବୋଲିଂ ପ୍ରଦର୍ଶନ ସହାୟତାରେ ଦୃଢ଼ ସ୍ଥିତିରେ ଓଡିଶା

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ପ୍ରଥମେ ବ୍ୟାଟିଂ ଏବଂ ପରେ ଭଲ ବୋଲିଂ ପ୍ରଦର୍ଶନ ସହାୟତାରେ ଓଡିଶା ଦୃଢ଼ ସ୍ଥିତିରେ ରହିଛି । ଗ୍ରୁପ ଡିର ଏକ ମୁକାବିଲାରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ମଧ୍ୟପ୍ରଦେଶ ୬ ୱିକେଟ ହରାଇ ୨୪୬ ରନ କରିଛି । ହର୍ଷ ଗୱାଲୀ ୧୩୭ ରନ କରି…

ରାଜଧାନୀ ଦିଲ୍ଲୀରେ ବଢ଼ୁଛି ବାୟୁ ପ୍ରଦୂଷଣ: ଏହିସବୁ ଯାନ ଚଳାଚଳ ଉପରେ ଲାଗିଲା ପ୍ରତିବନ୍ଧକ 

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତା ବା ଏୟାର କ୍ୱାଲିଟି ଅଧିକ ଖରାପ ହୋଇଯାଇଛି। ଆଜି ସକାଳେ ଏକ୍ୟୁଆଇ ୪୫୮ ରହିଥିଲା। ଏହି କାରଣରୁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏଠାରେ ଅତ୍ୟାବଶ୍ୟକ ନ ଥିବା ନିର୍ମାଣ କାର୍ଯ୍ୟ, ବିଏସ୍ ୩ ପେଟ୍ରୋଲ ଓ ବିଏସ୍ ୪ ଡିଜେଲ ଚାଳିତ ୪…