Latest Odisha News

BREAKING NEWS

Yearly Archives

2024

ଇଣ୍ଡିଆ ମେଣ୍ଟ ବୈଠକ: ମେଣ୍ଟର ସଂଯୋଜକ ହେବାକୁ ନୀତିଶ ଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ବୈଠକକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ବୈଠକରେ ଭାବେ ନୀତିଶ କୁମାରଙ୍କ ନାଁ ଘୋଷଣା ହୋଇଥିଲା । ହେଲେ ସେ ଏହି ପ୍ରସ୍ତାବକୁ ମନା କରିଦେଇଛନ୍ତି । ନୀତିଶ କହିଛନ୍ତି ଯେ, ମୁଁ କୌଣସି ପଦବୀ ପାଇଁ ଆଗ୍ରହୀ ନୁହେଁ । ସଂଯୋଜକ କେବଳ କଂଗ୍ରେସରୁ ହେବା…

ହତ୍ୟାର ୧୧ ଦିନ ପରେ ହରିଆଣା କେନାଲରୁ ମିଳିଲା ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହ

ଗୁରୁଗ୍ରାମ: ମଡେଲ ଦିବ୍ୟା ପାହୁଜା ହତ୍ୟା ମାମଲା । ହତ୍ୟାର ୧୧ ଦିନ ପରେ ହରିଆଣା କେନାଲରୁ ମିଳିଲା ମୃତଦେହ । ତେବେ ଦିବ୍ୟାଙ୍କ ଶବ ଟୋହନା ନାଳରୁ ଉଦ୍ଧାର ହୋଇଛି । ଶବଟି ଦିବ୍ୟାଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ପୋଲିସ ଏବେ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ।…

କୌଣସି କାରଣ ବସତଃ ସିପିଏଲ୍ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ମିଳିବ ୧୦ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ସୀମା ସଡ଼କ ସଂଗଠନ / ଜେନେରାଲ ରିଜର୍ଭ ଇଞ୍ଜିନିୟର ପୋର୍ସ ଦ୍ଵାରା ବିଭିନ୍ନ ଜାରି ପରିଯୋଜନା କାର୍ଯ୍ୟ ପାଇଁ ନିୟୋଜିତ କଣ୍ଟିଜେଣ୍ଟ ପେଡ୍ ୱାର୍କର୍ସ (ସିପିଏଲ୍) କର୍ମଚାରୀଙ୍କ ପାଇଁ ଏକ ଗ୍ରୁପ୍ ବୀମା ଯୋଜନା ଆରମ୍ଭ କରିବାକୁ ହୋଇଥିବା…

ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ବେଳେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ ରୋଷେୟା

କେନ୍ଦ୍ରାପଡା: ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିବେଳେ ଅଘଟଣ । ଅଳ୍ପକେ ବର୍ତ୍ତିଲେ ପାଚିକାଙ୍କ ସମେତ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ପୌରପାଳିକା ୮ନଂ ୱାର୍ଡ ଅଧିନ ମନକରପୁର ପ୍ରାଥମିକ ବିଦ୍ୟାଳୟରେ । ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କଲା ଅଗ୍ନିଶମବାହିନୀ…

ବିନା ଭିସାରେ ଆନ୍ତର୍ଜାତକ ସୀମା ପାର କଲେ ଯାତ୍ରୀ, ଗୁଆହାଟୀକୁ ଯାଉଥିବା ଇଣ୍ଡିଗୋ ବିମାନ ଢାକାରେ କଲା ଜରୁରୀ ଅବତରଣ

ଗୁଆହାଟି: ପ୍ରବଳ ଥଣ୍ଡା ଏବଂ ଘନ କୁହୁଡି ବାୟୁ ସେବା ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଉଛି | ଆଜି ମୁମ୍ବାଇରୁ ଗୁଆହାଟୀକୁ ଯାଉଥିବା ଏକ ଇଣ୍ଡିଗୋ ବିମାନ ବାଂଲାଦେଶର ରାଜଧାନୀ ଢାକାରେ ଜରୁରୀକାଳୀନ ଅବତରଣ କରିଛି । ଏହାର କାରଣ ହେଉଛି ଗୁଆହାଟୀ ବିମାନବନ୍ଦରରେ ଘନ କୁହୁଡ଼ି ହେତୁ…

ଦିଲ୍ଲୀ ମଦ ଦୁର୍ନୀତି ମାମଲା: କେଜ୍ରିୱାଲଙ୍କୁ ଚତୁର୍ଥ ସମନ ପଠାଇଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅଡୁଆରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସମନ କରିଛି । ଜାନୁଆରୀ ୧୮ତାରିଖ ପୂର୍ବରୁ ହାଜର ହେବା ପାଇଁ ଇଡି ପକ୍ଷରୁ ଉଲ୍ଲେଖ ରହିଛି । ତେବେ ଏହାକୁ ମିଶାଇ ୪ଥର ସମନ…

ସାରଙ୍ଗଯୋଡ଼ି ଓଡିଶା ଗ୍ରାମ୍ୟବ୍ୟାଙ୍କ ଶାଖାରେ ଚୋରି ଉଦ୍ୟମ ଫେଲ୍

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳ ସାରଙ୍ଗଯୋଡି ସ୍ଥିତ ଓଡିଶା ଗ୍ରାମ ବ୍ୟାଙ୍କ ଶାଖା ରୁ ଚୋରି ଉଦ୍ୟମ । ଆଜି ସକାଳୁ ବ୍ୟାଙ୍କ ତାଲା ଭଙ୍ଗା ଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ମୁତାବକ, ଗତକାଲି…

ନୂଆପଡାରେ ସାମ୍ବାଦିକଙ୍କ ବୁମ୍ ଫିଙ୍ଗି ଅପମାନିତ କଲେ ପ୍ରକ୍ସି ସରପଞ୍ଚ

ନୂଆପଡା: ରାଜ୍ୟ ତଥା ରାଜ୍ୟ ବାହାରେ ବାରମ୍ବାର ସାମ୍ବାଦିକ ମାନେ କେବେ ରାଜନେତା ତ କେବେ ସରକାରୀ କର୍ମଚାରୀ ତ ଆଉ କେବେ ଅସାଧୁ ବ୍ୟକ୍ତି ଙ୍କ ଆକ୍ରମଣ ର ଶିକାର ହେଉଛନ୍ତି । ହେଲେ ସରକାରଙ୍କ ଉକ୍ତ ଆକ୍ରମଣ କାରୀଙ୍କ ବିରୁଦ୍ଧ ଦୃଢ କାର୍ଯ୍ୟାନୁଷ୍ଠାନ ଅଭାବ ଯୋଗୁଁ ଏହା କମିବା ବଦଳରେ…

ଶୁଭାରମ୍ଭ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ଆଜି ଅଙ୍କୁରପୂଜନ

ପୁରୀ: ଶ୍ରୀମଣ୍ଡିତ ହୋଇଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ହେବ ଅଙ୍କୁରପୂଜନ। ଯଜ୍ଞ କାର୍ଯ୍ୟ ପାଇଁ ସରିଛି ଆଚାର୍ଯ୍ୟ ବରଣ । ଶ୍ରୀନଅର ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟ ବରଣ କରିବା ସହ ଗୁଆ ଟେକିଛନ୍ତି । ଏହା ପରେ ଅଙ୍କୁରରୋପଣ ହୋଇଛି । ଆଜି…

ଶରୀରକୁ ସୁସ୍ଥ ରଖେ ନାଲି କାଇ ଚଟଣୀ; କେବଳ ଓଡ଼ିଶାରେ ମିଳୁଛି…

ଭୁବନେଶ୍ଵର: ଆପଣ କେବେ କାଇ ଚଟଣୀ ଖାଇଛନ୍ତି କି? ନିକଟରେ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କୁରୁକୁଟିକୁ ମିଳିଥିଲା GI ମାନ୍ୟତା । ଏହାକୁ ନାଲି ପିମ୍ପୁଡି ଚଟଣୀ କିମ୍ବା କାଇ ପିମ୍ପୁଡି ଚଟଣୀ ମଧ୍ୟ କୁହାଯାଏ । ଜଙ୍ଗଲଜାତୀୟ ଦ୍ରବ୍ୟ ମଧ୍ୟରୁ ଏହା ଅନ୍ୟତମ । କାରଣ ଏହି…