Latest Odisha News

BREAKING NEWS

Yearly Archives

2024

ଭାରତ ସହ ବିବାଦ ପରେ ଅଧିକ ପର୍ଯ୍ୟଟକ ପଠାଇବାକୁ ଚୀନକୁ ମାଳଦ୍ୱୀପର ନିବେଦନ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବା ଏବେ ମାଳଦ୍ୱୀପ ପାଇଁ ମହଙ୍ଗା ପଡ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପୂରା ଦେଶ ଏକ ହୋଇ ଛିଡ଼ା ହୋଇଛି। ମାଳଦ୍ୱୀପକୁ ସଂଖ୍ୟାଧିକ ମାତ୍ରାରେ ବିମାନ ଟିକେଟ ବାତିଲ ହେଉଛି।…

ଭାଷା ଭାଗବତ : ଚିଂତା ଦେଖାଏ ରାସ୍ତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଇତିହାସ ଓ ସମସ୍ୟାଦି ପୁନର୍ଲିଖନ କରୁଁ ଯଦି ମିଳିବନାହିଁ ସମାଧାନ ଏହା ତ ସାଧାରଣ ଜ୍ଞାନ ଇତିହାସର ବିଲୋପନ ପ୍ରତି ନ ଦେଲେ ବେଶି ଧ୍ୟାନ ଏଠାରେ ଯାହା ବର୍ତମାନ କରିବ ଭବିଷ୍ଯ ଗଠନ ସ୍ମୃତିରେ ନ ହେଲେ ଆଚ୍ଛନ୍ନ ମନରେ ଜାତ ହୁଏ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସାମ୍ୟବାଦ ସଂସ୍କୃତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସାମ୍ୟବାଦ ସଂସ୍କୃତିର ପ୍ରଚାର ପ୍ରସାରରେ ଓଡ଼ିଶାର ମହାରାଜା ଓ ଗଜପତିମାନଙ୍କ ଭୂମିକା ଯେତିକି, ତା'ଠାରୁ ଶ୍ରୀଜଗନ୍ନାଥଙ୍କ ଭାବରେ ବନ୍ଧା ଭକ୍ତଙ୍କ ଭୂମିକା ମଧ୍ୟ କୌଣସି…

ଶିମିଳିପାଳ ପାଇଁ ବିପଦର ସଙ୍କେତ କଳା ବାଘ: ରିପୋର୍ଟ

ମୟୂରଭଞ୍ଜ: ରାଜ୍ୟରେ ଗତ କିଛି ମାସ ହେବ କଳାବାଘ କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ, ନିକଟରେ ଶିମିଳିପାଳ ଅଭୟାରଣ୍ୟରେ ଚାରୋଟି କଳାବାଘ ଦେଖାଦେଇଥିଲେ । ଯାହାର ଭିଡିଓ ପିସିସିଏଫ୍ ସୁଶାନ୍ତ ନନ୍ଦ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ପୋଷ୍ଟ କରିଥିଲେ । ତେବେ କଳା ରଙ୍ଗର ବାଘ କେବଳ…

ଉତ୍ତର ଭାରତରେ ବଢିବ ଶୀତର ପ୍ରଭାବ, ମନାଲୀରେ ତୁଷାରପାତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତ ଏହି ସମୟରେ ପ୍ରବଳ ଥଣ୍ଡା ଅନୁଭବ କରୁଛି। ଏହି ସପ୍ତାହରେ ଦିଲ୍ଲୀରେ କ୍ରମାଗତ ତାପମାତ୍ରା ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଏଥି ସହିତ ବୁଧବାର ରାଜଧାନୀରେ ଶୀତର ମାତ୍ରା ଆହୁରି ବଢିପାରେ ବୋଲି ପାଣିପାଗ ବିଭାଗ ଅନୁମାନ…

ପରଲୋକରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ରସିଦ ଖାନ୍

କୋଲକତା: ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିବା ସଙ୍ଗୀତଜ୍ଞ ତଥା ଶାସ୍ତ୍ରୀୟ ସଙ୍ଗୀତର ଓସ୍ତାଁଦ ରସିଦ ଖାନଙ୍କ କୋଲକାତାର ଏକ ହସ୍ପିଟାଲରେ ପରଲୋକ ଘଟିଛି। ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ଏହି ସୁନାମଧନ୍ୟ ବ୍ୟକ୍ତିଙ୍କର ମୃତ୍ୟୁ ବେଳକୁ ୫୫ ବର୍ଷ ହୋଇଥିଲା। ପ୍ରଶଂସକମାନେ ଶେଷ ଦର୍ଶନ…

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିରରେ ଲାଗିଲା ସୁନାର କବାଟ

ଅଯୋଧ୍ୟା: ଭବ୍ଯ ରାମ ମନ୍ଦିରରେ ପ୍ରଥମ ସ୍ବର୍ଣ୍ଣ କବାଟ ସ୍ଥାପନ କରାଯାଇଛି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବାକୁ  ଆଉ ମାତ୍ର କିଛି ଦିନ ବାକି ରହିଛି। ଏହାପୂର୍ବରୁ ସୁନାର କବାଟ ସ୍ଥାପନ କରାଯାଇଛି। ଗର୍ଭଗୃହର ଉପର ମହଲାରେ ଥିବା ଏହି କବାଟର ଉଚ୍ଚତା ୧୨ ଫୁଟ ଓ ୮ ଫୁଟ ଚଉଡ଼ା ରହିଛି।…

‘୨୦୨୪-୨୫ ଶିକ୍ଷାବର୍ଷରୁ ତିନି ଜିଲ୍ଲାରେ ନୂଆ ଡିଗ୍ରୀ କଲେଜ ଖୋଲିବାକୁ ଅନୁମୋଦନ ଦେଇଛନ୍ତି ସରକାର’

ଭୁବନେଶ୍ୱର: ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି, କୋଷାଗୁମୁଡା, ଝରିଗାଁ ଓ…

ଅଟୋ ଓ ଟ୍ରାକ୍ଟର ଧକ୍କା: ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଆହତ

ସମ୍ବଲପୁର: ଶାସନ ଥାନା ଅନ୍ତର୍ଗତ ଗିରିପାଲି ଛକ ନିକଟରେ ମଙ୍ଗଳବାର ଏକ ଅଟୋ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କୁସନପରୀ ଗ୍ରାମର ଗୋଟିଏ ପରିବାରର ୬ ଜଣ ସଦସ୍ୟ ଏକ ପାରିବାରିକ…

ନୟାଗଡ଼ ଏମଭିଆଇଙ୍କ ଘରେ ଭିଜିଲାନ୍ସ ରେଡ୍, ୨୭ଟି ପ୍ଲଟ୍ ମଧ୍ୟରୁ ୧୦ଟି ବେନାମୀ ପ୍ଲଟ୍ ଠାବ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ମୋଟର ଯାନ ନିରୀକ୍ଷକ ବା ଏମଭିଆଇ ପଞ୍ଚାନନ ବେହେରାଙ୍କ ୨୭ଟି ପ୍ଲଟ୍ ଉପରେ ଭିଜିଲାନ୍ସ ଚଢ଼ାଉ କରିଛି। ଏହି ପ୍ଲଟ୍ ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ସେତିକି…