ପୋଲିସ ମୁଖିଆ ମହାମେଳି: ଶେଷଦିନରେ କେଉଁ ସବୁ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ?
ଭୁବନେଶ୍ବର: ୩ ଦିନର ପୋଲିସ ମହାନିର୍ଦ୍ଦେଶକ ମହାମେଳିର ଆଜି ଶେଷ ଦିନ। ଶେଷ ଦିନରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପୋଲିସ୍ ମୁଖିଆଙ୍କୁ ମନ୍ତ୍ରଣା ଦେବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହିତ ଦେଶ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। କିପରି ସାଇବର ଅପରାଧ,…