Latest Odisha News

BREAKING NEWS

Yearly Archives

2025

ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ଅଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ଅଛି। ଏନେଇ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। କୋଭିଡ୍‌ର ଅସ୍ୱାଭାବିକ ସ୍ଥିତି ନାହିଁ, ବ୍ୟସ୍ତ ହେବାର କାରଣ ନାହିଁ। କୋଭିଡ୍‌ ରିପୋର୍ଟ ଆସିଲେ RTPCR କରିବୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ରାଜ୍ୟସଭାରେ ଏଣ୍ଟ୍ରୀ କରିବେକି ଅଭିନେତା କମଲ ହାସନ!

ଚେନ୍ନାଇ: ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ ରାଜ୍ୟସଭାରେ ଏଣ୍ଟ୍ରୀ କରିପାରନ୍ତି । ବୁଧବାର ତାମିଲନାଡୁର ଶାସକ ଦଳ ଡିଏମକେ ପ୍ରକାଶ କରିଛି ଯେ ଏହା ରାଜ୍ୟସଭାର ଦ୍ୱିବାର୍ଷିକ ନିର୍ବାଚନରେ ​​୪ଟି ଆସନରେ ଲଢ଼ିବ । ଦଳ କହିଛି ଯେ ଗୋଟିଏ ଆସନ କମଲ ହାସନଙ୍କ ଦଳ ମକ୍କଲ ନିଧି ମୟମ…

ଅନାସ୍ଥାରେ ହାରିଗଲେ ବିଜେଡି ସମର୍ଥିତ ମହାକାଳପଡ଼ା ବ୍ଲକ୍‌ ଅଧ୍ୟକ୍ଷା

କେନ୍ଦ୍ରାପଡା: ବିଜେଡି ହାତରୁ ଖସିଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷ ପଦ। ଅନାସ୍ଥାରେ ହାରି ପଦ ହରାଇଲେ ବିଜେଡି ସମର୍ଥିତ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ରାଉତ ।୬୨ ସଦସ୍ୟଙ୍କ ମଧ୍ୟରୁ ଅନାସ୍ଥା ସପକ୍ଷରେ ପଡ଼ିଲା ୪୯ ଭୋଟ୍‌ । ଏଥିସହ ୧୩ଜଣ ସରପଞ୍ଚ ଓ ସମିତି ସଭ୍ୟ…

କେନ୍ଦ୍ରର ନିର୍ଦ୍ଦେଶ; କାଲି ସୀମାବର୍ତ୍ତୀ ୪ ରାଜ୍ୟରେ ହେବ ମକଡ୍ରିଲ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ୪ଟି ରାଜ୍ୟରେ ପୁଣି ଥରେ ମକ୍ ଡ୍ରିଲ୍ ଘୋଷଣା କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ୨୯ ମେରେ ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ଏବଂ ଜମ୍ମୁ-କାଶ୍ମୀରରେ ନାଗରିକ ସୁରକ୍ଷା ମକ୍ ଡ୍ରିଲ୍ ଅନୁଷ୍ଠିତ ହେବ। ତେବେ ଏହି ମକ୍ ଡ୍ରିଲ୍ ପାକିସ୍ତାନ…

ଥରେ ନୁହେଁ, ଭାରତକୁ ଦୁଇ ଥର ଅସ୍ତ୍ରବିରତି ଭିକ୍ଷା ମାଗିଥିଲା ପାକିସ୍ତାନ!

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ପାକିସ୍ତାନର ଅଣ୍ଟା ଭାଙ୍ଗି ଦେଇଛି ଭାରତ । ୯ ଆତଙ୍କୀ ଅଡ୍ଡା, ୧୩ରୁ ଅଧିକ ଏୟାରବେସ୍ ସାଙ୍ଗକୁ ୧୦୦ରୁ ଅଧିକ ଆତଙ୍କୀଙ୍କ ଜୀବନକୁ ମାଟିରେ ମିଶାଇଛି ଭାରତ । ହେଲେ ପାକିସ୍ତାନ ଭାରତର ସାମରିକ ସଂସ୍ଥା, ସାଧାରଣ ନାଗରିକ କାହାରିକୁ ଛାଡିନଥିଲା । ବେଶ୍ ତିନି…

ମୁହାଜିରଙ୍କୁ ରକ୍ଷା କର…ମୋଦିଙ୍କୁ ଗୁହାରୀ କଲେ ପାକିସ୍ତାନୀ ନେତା

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନୀଙ୍କ ନେତାଙ୍କ ଅପିଲ୍ । ନିର୍ବାସିତ ପାକିସ୍ତାନୀ ନେତା ତଥା ମୁତାହିଦା କୌମି ମୁଭମେଣ୍ଟର ପ୍ରତିଷ୍ଠାତା ଅଲତାଫ ହୁସେନ୍ ମୁହାଜିରଙ୍କୁ ରକ୍ଷା କରିବାକୁ ଅପିଲ୍…

ଚିଠିରେ ମୋଦିଙ୍କୁ କିଛି ଏମିତି ଲେଖିଲେ ବଲୁଚ୍ ନେତା, ପାକିସ୍ତାନ ବିରୋଧରେ ହେଲେ ଫେରାଦ

ନୂଆଦିଲ୍ଲୀ: ପାକିସ୍ତାନକୁ ଟାର୍ଗେଟ୍ କରି ମୋଦିଙ୍କୁ ଚିଠି ଲେଖିଲେ ବଲୁଚ୍ ନେତା । ବଲୁଚିସ୍ତାନର ମାନବାଧିକାର କର୍ମୀ ଏବଂ ସାମ୍ବାଦିକ ମୀର ୟାର ବଲୁଚ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ୧୯୯୮ ମସିହାରେ ପାକିସ୍ତାନ ଦ୍ୱାରା…

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ରାୟ ଆସିବା ପରେ ଏପରି କହିଲେ ଅରୁଣ ବୋଥ୍ରା

ବଲାଙ୍ଗୀର: ବଲାଙ୍ଗୀର ପଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆଜି ରାୟ ପ୍ରକାଶ ପାଇଥିବାବେଳେ ଏଥିରେ ଏକମାତ୍ର ଦୋଷୀ ପୁଞ୍ଜିଲାଲକୁ ଆଜୀବନ ଜେଲ୍ ଦଣ୍ଡ ହୋଇଛି । ଏହି ଘଟଣାରେ ତତକାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କୋର୍ଟଙ୍କ ରାୟ…

ରେଳ ଧାରଣାରୁ ଖସିଲା ମାଲ ବୋଝେଇ ଟ୍ରେନ, ୨୫ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ

ବିଶାଖାପାଟନାମ: ରେଳ ଧାରଣାରୁ ଖସିଲା ମାଲ ବୋଝେଇ ଟ୍ରେନ। ୨୫ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ। ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି। ଚିମିଡିପାଲି ନିକଟରେ ଘଟିଛି ଏହି ଦୁର୍ଘଟଣା। କେ କେ ଲାଇନରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ସୂଚନା ଅନୁସାରେ ଆରୁଖୁ–କୋତୱାଲାସା ମଧ୍ୟ ଚିମିଡିପାଲି…

କ’ଣ ଏହି ଭାରତର କାବେରୀ ଇଞ୍ଜିନ୍ ପ୍ରୋଜେକ୍ଟ?, କାହିଁକି କରୁଛି ଟ୍ରେଣ୍ଡ୍….

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଭାରତର ଶକ୍ତି ଦେଖିଲା ସାରା ବିଶ୍ବ । ଯେଉଁଥିରେ ବିଦେଶୀ ସହ ଅଧିକାଂଶ ଅସ୍ତ୍ର ସ୍ୱଦେଶୀ ବ୍ୟବହ୍ୟତ ହୋଇଥିଲା । ଭାରତ ନିରନ୍ତର ଏହାର ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିବାରେ ନିୟୋଜିତ ରହିଥିବା ବେଳେ ଅପରେସନ ସିନ୍ଦୂରରେ ତାହାର ଝଲକ ଦେଖିବାକୁ ମିଳିଥିଲା ।…