Latest Odisha News

BREAKING NEWS

Yearly Archives

2025

ଏହି ମହାନ ବ୍ୟାଟ୍ସମ୍ୟାନ କହିଲେ, ଆରସିବି ଫାଇନାଲକୁ ଗଲେ ମୁଁ ଆସିବି

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଭଲ ପ୍ରଦର୍ଶନ କରି ପ୍ଲେ ଅଫ ପ୍ରବେଶ ଆଶା ମଜଭୁତ କରିଛି । ଦଳ ନିକଟରେ ପ୍ରଥମ ଥର ପାଇଁ ଟ୍ରଫି ଜିତିବା ସୁଯୋଗ ମଧ୍ୟ ଉପନୀତ ହୋଇଛି । ଆରସିବିର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି ଏବି ଡିଭିଲର୍ସ…

ମହାପ୍ରସାଦକୁ ଅସମ୍ମାନ, ଚପଲ ପିନ୍ଧି ଡାଇନିଂରେ ବସି ଖାଇଲେ

ପୁରୀ: ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଶନିବାର ସମସ୍ତ ଭକ୍ତଙ୍କୁ ପରମ୍ପରାରୁ ବିଚ୍ୟୁତ ହୋଇ ମହାପ୍ରସାଦ ସେବନ କରିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛି। ହୋଟେଲରେ ଡାଇନିଂ ଟେବୁଲରେ ବସି ଲୋକମାନେ ମହାପ୍ରସାଦ ସେବନ କରୁଥିବା ଜନିତ ଏକ ଭିଡିଓ ଭାଇରଲ ହେବା ପରେ ମନ୍ଦିର…

ପାକ୍ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ୟୁଟ୍ୟୁବର ସମେତ ୬ଗିରଫ

ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ହରିୟାଣାର ଟ୍ରାଭେଲ ବ୍ଲଗର୍ ତଥା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାକୁ ଗିରଫ କରାଯାଇଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ଗିରଫ ହୋଇଥିବା ଛଅ ଜଣ ଭାରତୀୟ…

ରୋହିତଙ୍କ ଷ୍ଟାଣ୍ଡକୁ ଛକା ମାରିବେ ଯଶସ୍ୱୀ

ମୁମ୍ବାଇ: ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା ଭାରତର ଷ୍ଟାର ଖେଳାଳି ରୋହିତ ଶର୍ମାଙ୍କ ନାମରେ ୱାଙ୍ଖେଡ ଷ୍ଟାଡିୟମରେ ଏକ ଷ୍ଟାଣ୍ଡ ନାମିତ କରାଯାଇଛି । ଏହି ଷ୍ଟାଣ୍ଡକୁ ତାଙ୍କ ବାପା ମାଆଙ୍କ ହାତରେ ଉନ୍ମୋଚନ କରାଯାଇଛି । ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଓପନ ଯଶସ୍ୱୀ ଜୈସୱାଲ…

ଯାଜପୁରରେ ବଡ଼ ନିବେଶ କରିବ ଟାଟା, ମିଳିବ ୩୫ ହଜାର ନିଯୁକ୍ତି

ଭୁବନେଶ୍ୱର: ମେ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାଜପୁରରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଆଉ ୪ଟି ପ୍ରକଳ୍ପର ଉଦଘାଟନ କରିବେ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୧.୧୪ ଲକ୍ଷ କୋଟି ଟଙ୍କାର ଏହି ପ୍ରକଳ୍ପଗୁଡ଼ିକ ୩୪,୦୦୦…

ଓଡ଼ିଶା ବ୍ଲଗର ଲବ ହାଂସଦା ବିବାହିତ, ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ…

ଭୁବନେଶ୍ୱର: ପ୍ରେମିକାଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଲୋକପ୍ରିୟ ଟ୍ରାଭେଲ୍ ବ୍ଲଗର ଲବ ହାଂସଦା ଆଉ ଏକ ନୂତନ ବିବାଦରେ ଫସିଛନ୍ତି। ଏପରିକି ସେ ବିବାହିତ ଏବଂ ତାଙ୍କର ଏକ ଝିଅ ରହିଛି ବୋଲି ଅଭିଯୋଗ ହୋଇଛି। ତାଙ୍କ ପ୍ରେମିକାଙ୍କ ମୃତ୍ୟୁକୁ ନେଇ ଅଭିଯୋଗ ପରେ…

ଆସୁଛି ଟ୍ରମ୍ପଙ୍କ ବିଗ୍ ବସ୍, ବିଜେତା ପ୍ରବାସୀ ପାଇବେ ଆମେରିକାର ନାଗରିକତ୍ବ!

ନୂଆଦିଲ୍ଲୀ: ଆମେରିକା ନାଗରିକତ୍ବ ଦରକାର କି? ତାହେଲେ ପ୍ରତିଯୋଗିତାରେ ଭାଗ ନିଅନ୍ତୁ । କାରଣ ଆମେରିକାର ନାଗରିକତ୍ବ ଦେବ ଟ୍ରମ୍ପଙ୍କ ନିଜସ୍ୱ 'ବିଗ୍ ବସ୍' । ଏଣିକି ନିଜର ବିଗ ବସ କରିବେ ଟ୍ରମ୍ପ । ଯିଏ ଜିତିବ ତାକୁ ମିଳିବ ଆମେରିକାର ନାଗରିକ ହେବାର ସୁଯୋଗ । ଆମେରିକା ପ୍ରବାସୀମାନଙ୍କୁ…

ଶତ୍ରୁଙ୍କ ସବୁ ପ୍ରୟାସକୁ ବିଫଳ କରିବ PSLV-C61/EOS-09….

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ବିବାଦ ମଧ୍ୟରେ ଏବେ ଇସ୍ରୋ ବଡ ପଦକ୍ଷେପ ନେବାକୁ ଯାଉଛି । ମହାକାଶ କାର୍ଯ୍ୟକ୍ରମର ୧୦୧ତମ ମିଶନ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରି ଭାରତକୁ ଯୋଗାଇବାକୁ ଯାଉଛି ସୁରକ୍ଷାର ଜାଲ । ଏଣିକି ଭାରତକୁ ଶତ୍ରୁ କବଳରୁ ରକ୍ଷା କରିବ PSLV-C61 ରେ…

ଏୟାରଟେଲ୍ ଆଣିଲା ବିଶ୍ୱର ପ୍ରଥମ ‘ଫ୍ରଡ୍ ଡିଟେକ୍ସନ୍ ସଲ୍ୟୁସନ୍’

ନୂଆଦିଲ୍ଲୀ: ଏୟାରଟେଲ ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ। ଇଣ୍ଟରନେଟ୍ ଏବଂ ସ୍ମାର୍ଟଫୋନର ବ୍ୟବହାର ବୃଦ୍ଧି ପାଇବା ପରଠାରୁ, ଅନଲାଇନ୍ ଠକେଇ ଏବଂ ସ୍କାମ ମାମଲା ବହୁ ପରିମାଣରେ ବୃଦ୍ଧି ପାଇଛି।ସ୍କାମର ଲୋକଙ୍କୁ ଠକିବା ପାଇଁ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । କିନ୍ତୁ ଯଦି ଆପଣ…

କଂଗ୍ରେସ ସାଂସଦ ଗୌରବଙ୍କ ପାକିସ୍ତାନ ଲିଙ୍କ୍ ପ୍ରସଙ୍ଗ: ନାଁ ନନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଆଟାକ୍। ନାଁ ନ ନେଇ ଗୌରବଙ୍କୁ ହିମନ୍ତ ବିଶ୍ବଶର୍ମାଙ୍କ କଡ଼ା ସମାଲୋଚନା। ଗୌରବଙ୍କ ପାକିସ୍ତାନ ଲିଙ୍କ୍ ପ୍ରସଙ୍ଗ ପୁଣି ଉଠାଇଲେ ହିମନ୍ତ ବିଶ୍ବଶର୍ମା। ଅପରେସନ୍ ସିନ୍ଦୂର ବାବଦରେ କଂଗ୍ରେସ ତାଲିକାକୁ ନେଇ ସମାଲୋଚନା…