Latest Odisha News

BREAKING NEWS

Yearly Archives

2025

ସରିଲା ବିବାଦ:‘ରାଣ୍ଡୀପୁଅ ଅନନ୍ତା’ ବଦଳରେ ଫିଲ୍ମର ନାଁ ରହିବ..

ଭୁବନେଶ୍ବର:ଓଡ଼ିଆ ସାହିତ୍ୟର କଥାସମ୍ରାଟ ଫକୀର ମୋହନ ସେନାପତିଙ୍କ ପ୍ରସିଦ୍ଧ କାହାଣୀ ‘ରାଣ୍ଡୀପୁଅ ଅନନ୍ତା’ର ନାମକରଣକୁ ନେଇ ଚର୍ଚ୍ଚା ଲାଗିରହିଛି। କେତେକ ଏହାକୁ ବିବାଦ ଘେରକୁ ଟାଣି ନେଇଥିଲେ। ଭାରତୀୟ ସିନେମାର ପ୍ରସିଦ୍ଧ ଚିତ୍ରନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର…

ବାଂଲାଦେଶକୁ ଝଟକା;ଏହି ସାମଗ୍ରୀ ଆମଦାନୀ ଉପରେ ଭାରତ ଲଗାଇଲା ବନ୍ଦର କଟକଣା

ନୂଆଦିଲ୍ଲୀ:ଭାରତ ବାଂଲାଦେଶକୁ ଏକ ବଡ଼ ଝଟକା ଦେଇଛି। ଭାରତ ବାଂଲାଦେଶରୁ ପ୍ରସ୍ତୁତ ପୋଷାକ, ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆମଦାନୀ ଉପରେ ବନ୍ଦର କଟକଣା ଲାଗୁ କରିଛି। ବାଣିଜ୍ୟ ମନ୍ତ୍ରଣାଳୟର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (DGFT) ଏ ସମ୍ପର୍କରେ ଏକ…

କଂଗ୍ରେସର ନୂଆ ପଦାଧିକାରୀଙ୍କ ତାଲିକା, ଜାଣନ୍ତୁ କାହାକୁ କେଉଁ ଦାୟିତ୍ଵ…

ଭୁବନେଶ୍ୱର: କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କୋଷାଧ୍ୟକ୍ଷ, ଉପାଧ୍ୟକ୍ଷ, ସାଧାରଣ ସମ୍ପାଦକ ଏବଂ ସମ୍ପାଦକଙ୍କ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ। ଯାହାପରେ ଶନିବାର ଦିନ ୩୦ ଜଣିଆ ନୂତନ ପଦାଧିକାରୀ ଦଳ ନିଯୁକ୍ତ କରିଛି…

ସି-ସେକ୍ସନକୁ ଆରାମଦାୟକ ପ୍ରସବ କହି ଟ୍ରୋଲ୍ ହେଲେ ସୁନିଲ ଶେଟ୍ଟୀ

ମୁମ୍ବାଇ: ଆଥିୟା ଶେଟ୍ଟୀ ସି-ସେକ୍ସନ ବଦଳରେ 'ପ୍ରାକୃତିକ ପ୍ରସବ' ବିକଳ୍ପକୁ ବାଛିଥିବା ନେଇ କହିଛନ୍ତି ବାପା ସୁନିଲ ଶେଟ୍ଟୀ। ତେବେ ନିକଟରେ କେଏଲ ରାହୁଲ ଏବଂ ଆଥିୟା  ଏକ କନ୍ୟା ସନ୍ତାନ ଜନ୍ମ ଦେଇ ପିତାମାତା ହୋଇଛନ୍ତି। ଆଥିୟା ତାଙ୍କ ପ୍ରଥମ ସନ୍ତାନକୁ ପ୍ରାକୃତିକ ଉପାୟରେ ଦୁନିଆ କୁ…

ନାବାଳକଙ୍କୁ ଦୁଷ୍କର୍ମ ମାମଲା; ଅଭିଯୁକ୍ତଙ୍କୁ ୨୫ ବର୍ଷ କାରାଦଣ୍ଡାଦେଶ

ଝାରସୁଗୁଡା: ଝାରସୁଗୁଡାରେ ଦୁଇ ଜଣ ନାବାଳକଙ୍କୁ ଦୁଷ୍କର୍ମ ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ ବିଚାରପତି, pocso ପୂଜା ଷଡ଼ଙ୍ଗୀ ଏହି ମାମଲାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।…

ଗର୍ଜିଲେ ଅମିତ ଶାହ; ଆମେ ପାକିସ୍ତାନର ୧୦୦ କିଲୋମିଟର ଭିତରକୁ ଯାଇ ଜବାବ ଦେଇଛୁ

ନୂଆଦିଲ୍ଲୀ:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନିଆଯାଇଛି। ତିନୋଟି ସେନା ବାହିନୀ ଇଟାର ଜବାବ ପଥରରେ ଦେଇଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ, ଆମେ ପରମାଣୁ ବୋମାର ଧମକକୁ…

ବଜ୍ରପାତ ରୋକିବ ତାଳ ଗଛ; ୬ କୋଟି ବ୍ୟୟବରାଦ

ଭୁବନେଶ୍ୱର: ଓଡ଼ିଶା ସରକାର ବଜ୍ରପାତ ଜନିତ ମୃତ୍ୟୁକୁ ହ୍ରାସ କରିବା ପାଇଁ ଓ ପରିବେଶ ସୁରକ୍ଷାକୁ ନଜରରେ ରଖି ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଛଅ କୋଟି ଟଙ୍କାର ତାଳଗଛ ରୋପଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଛନ୍ତି।…

ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଏହି ସବୁ ପ୍ରଶ୍ନର ଉତର ଖୋଜୁଛି ଚୟନକମିଟି

ନୂଆଦିଲ୍ଲୀ:ଜୁନ ୨୦ରୁ ଅଗଷ୍ଟ ୪ ପର‌୍ୟ୍ୟନ୍ତ ଇଂଲଣ୍ଡ ଗସ୍ତରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଏହି ସିରିଜ ପୂର୍ବରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ଘୋଷଣା ଚୟନ କମିଟି ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଇଂଲଣ୍ଡ ବିପକ୍ଷ ସିରିଜକୁ ୱାଲ୍ଡ ଟେଷ୍ଟ ସିରିଜ…

ଜଙ୍ଗଲରେ ବୋମା ଖଞ୍ଜୁଥିବା ବେଳେ ମାଡିବସିଲା ପୋଲିସ; ୨୦ନକ୍ସଲ ଗିରଫ

ମାଲକାନଗିରି: ତେଲେଙ୍ଗାନା ମୁଲୁଗୁ ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା। ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ପୋଲିସଙ୍କୁ ଭିନ୍ନ ଭନ୍ନ ମାଓ ସଂଗଠନର ୨୦ ଜଣ ନକ୍ସଲକୁ ଗିରଫ କରିବାରେ ସଫଳତା ମିଳିଛି। ଏଥିସହ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋଟକ ମଧ୍ୟ ଜବତ କରାଯାଇଛି। ପୋଲିସ ସର୍ଚ୍ଚ ଅପେରସନ କରୁଥିବା ସମୟରେ…

ଅମରନାଥ ଯାତ୍ରାକୁ ନେଇ ଏପରି କହିଲେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ

ଶ୍ରୀନଗର: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇ ସୀମାନ୍ତ ଅଞ୍ଚଳର ପରିସ୍ଥିତି, ଅମରନାଥ ଯାତ୍ରା ଏବଂ ଆତଙ୍କବାଦ ବିରୋଧରେ ଭାରତର ନୀତି ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ନିୟନ୍ତ୍ରଣ ରେଖା (LoC) କିମ୍ବା…