Latest Odisha News

BREAKING NEWS

Yearly Archives

2025

କର୍ମଚାରୀଙ୍କୁ ଦିଅ ୨୫ ପ୍ରତିଶତ ମହଙ୍ଗା ଭତ୍ତା: ଦିଦିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏଣିକି କର୍ମଚାରୀଙ୍କୁ ୨୫ ପ୍ରତିଶତ ମହଙ୍ଗା ଭତ୍ତା ଦେବ । ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଶୁକ୍ରବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ତାଙ୍କ କର୍ମଚାରୀମାନଙ୍କୁ ୨୫ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି…

ନିଯୁକ୍ତି ପାଇବେ ୧୫ଟି ବିଶ୍ବବିଦ୍ୟାଳୟର ଭିସି, ପୂରଣ ହେବ ହଜାରରୁ ଅଧିକ ଅଧ୍ୟାପକ ପୋଷ୍ଟ

ଭୁବନେଶ୍ବର: ରାଜ୍ୟ ସରକାର ଖୁବଶୀଘ୍ର ୧୫ଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ଭାଇସ୍‌ଚାନ୍ସଲର(ଭିସି)ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଯାଉଛନ୍ତି। ଏଥିସହିତ କଲେଜଗୁଡ଼ିକରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ମଧ୍ୟ ପୂରଣ ହେବ । ନିଯୁକ୍ତି ଉପରେ ଲାଗିଥିବା ପୂର୍ବ…

ଚିନ୍ତାରେ ପକାଇଲାଣି ସୁନା ଦର, ପୁଣି ୯୫ ଡେଇଁଲା….

ଭୁବନେଶ୍ବର: ଏବେ ଗ୍ରାହକଙ୍କୁ ଛାନିଆ କରିଛି ସୁନା । ଦର ଶୁଣିଲେ ହୋସ୍ ଉଡିଯାଉଛି । ଆଉ ମଧ୍ୟବିତ୍ତଏବଂ ଗରିବଙ୍କ ପାଇଁ ତ ଏବେ ସାତ ସପନ ସାଜିବାକୁ ବସିଲାଣି ସୁନା । ବିଗତ କିଛି ଦିନ ହେବ ସୁନା ଦରରେ ବେଶ୍ ହ୍ରାସ ପରିଲକ୍ଷିତ ହୋଇଥିବା ବେଳେ, ଏହା ଗ୍ରାହକଙ୍କୁ ଟିକିଏ ଆଶ୍ବସ୍ତି ଦେଇଥିଲା…

ମଣିପୁରରେ ସେନାଙ୍କୁ ବଡ ସଫଳତା: ୭ଟି ଏକେ-୪୭ ଜବତ ସହିତ ୧୦ ଆତଙ୍କୀ ସଫା

ଚାନ୍ଦେଲ୍: ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଏବେ ଟିକିଏ ବାଟକୁ ଆସିଛଇ ମଣିପୁର । ପୂରା ସେନା ଛାଉଣିରେ ରହିଛି ମଣିପୁର । ହେଲେ ସ୍ଥିତି ଏବେ ବି ସୁଧୁରିନି । ଏବେ ବି ଆତଙ୍କୀ କାର୍ଯ୍ୟକଳାପ ମଣିପୁରରେ ମାଡିଚାଲିଛି । ଏହାରି ଭିତରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି । ଆତଙ୍କୀ…

ନକ୍ସଲ ବିରୋଧୀ ଅପରେସନରେ K9 ରୋଲୋ ସହିଦ, ଗାର୍ଡ ଅଫ୍ ଅନର ସହିତ ଶେଷ ବିଦାୟ

ଛତିଶଗଡ: ଛତିଶଗଡ଼-ତେଲେଙ୍ଗାନା ସୀମାରେ ନକ୍ସଲ ବିରୋଧୀ ଏକ ବଡ଼ ଅପରେସନରେ ଏକ ସାହସୀ ସିଆରପିଏଫ କୁକୁର ସହିଦ ହୋଇଛି। K9 Rollo ନାମକ ଏହି କୁକୁର, ଯିଏ ବିସ୍ଫୋରକ ଚିହ୍ନଟ ଏବଂ ଆକ୍ରମଣ କରିବାରେ ପାରଙ୍ଗମ ଥିଲା । ସହିଦ K9 Rolloକୁ ସମ୍ମାନ ଜଣାଇବା ପାଇଁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।…

ଭାରତ-ପାକିସ୍ତାନ ବିବାଦ…ଚୀନକୁ ବଡ଼ ଝଟକା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଭିତରେ ଆତଙ୍କୀ ଅଡ୍ଡାକୁ ଟାର୍ଗେଟ୍ କଲା ଭାରତ । ଅପରେସନ୍ ସିନ୍ଦୂରରେ ଆତଙ୍କୀ ଠିକଣାରେ କଲା ଏୟାରଷ୍ଟ୍ରାଇକ୍ । ଏହାପରେ ଉଭୟ ଦେଶ ମୁହାଁମୁହିଁ ହୋଇଥିଲେ । ଯୁଦ୍ଧ ଭଳି ସ୍ଥିତି ଦେଖା ଦେଇଥିଲା । ପାକିସ୍ତାନର ଏୟାର ଡିଫେନ୍ସ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ

ଯାଜପୁର: ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ ଅସିତ ପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ଅସିତ ପାତ୍ରଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହି ଚଢାଉ ବେଳେ ୩ଟି ବହୁତଳ କୋଠା, କଟକରେ ଫ୍ଲାଟ ଠାବ ହୋଇଥିଲା। ସପିଂ କମ୍ପ୍ଲେକ୍ସ, ୫ ଦାମୀ ପ୍ଲଟ,…

ପାକିସ୍ତାନର ଅଣ୍ଟା ଭାଙ୍ଗିଥିଲା ୧୫ ବ୍ରହ୍ମୋସ୍: ଧଡାଧଡ୍ ମାଡରେ ମାଟି କାମୁଡିଥିଲା ପାକ୍ ଏୟାର ଡିଫେନ୍ସ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ପାକିସ୍ତାନରେ ତାଣ୍ଡବ ରଚିଥିଲା ବିଧ୍ୱଂସୀ ବ୍ରହ୍ମୋସ୍‌ । ପାକିସ୍ତାନ ଉପରେ ୧୫ଟି ବ୍ରହ୍ମୋସ୍ ଆଟାକ୍ କରିଥିଲା ଭାରତ । ୧୫ ବ୍ରହ୍ମୋସ୍ ମାଡରେ ପାକିସ୍ତାନ ଏୟାର ଡିଫେନ୍ସ ସିଷ୍ଟମକୁ ଧୂଳି ଚଟାଇଥିଲା ଭାରତ । ଭାରତ ଦ୍ୱାରା ଅପରେସନ ସିନ୍ଦୂର ଆରମ୍ଭ ହେବା…

ପୁରୀରେ ବିଭତ୍ସ ହତ୍ୟାକାଣ୍ଡ, ଜଣେ ଗିରଫ

ପୁରୀ: ବାସେଳି ସାହି ଥାନା ଅଧୀନ ମଶାଣି ଚଣ୍ଡୀ ଛକ ରାସ୍ତାରେ ଘଟିଛି ବୀଭତ୍ସ ହତ୍ୟା । ମଶାଣି ଚଣ୍ଡୀ କମିଟି ସମ୍ପାଦକ ୪୫ ବର୍ଷୀୟ କୁନା ବେହେରାଙ୍କୁ ଲଙ୍କାଗୁଣ୍ଡ ମାଡ଼କରି ଅତି ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଛି । ଗୁରୁବାର ରାତିରେ ଏହି ନାରକୀୟ କାଣ୍ଡ ଘଟିଛି । ହତ୍ୟା ପରେ ଅଭିଯୁକ୍ତ…

ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଏକାକୀ ସରକାର କରିବା ପରେ ଏବେ ଏକ ବର୍ଷ ପୁରା ହେବାକୁ ଯାଉଛି। ବିଜେପି ଓଡ଼ିଶାରେ ପ୍ରଥମଥର ପାଇଁ ସରକାର କରିଥିବା ବେଳେ ସରକାର ବଡ ଧୁମଧାମରେ ଏକ ବର୍ଷ ପୃର୍ତ୍ତୀ ପାଳନ କରିବେ। ଆଉ ଏହି ଅବସରରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…