Latest Odisha News

BREAKING NEWS

Yearly Archives

2025

ରାଜ୍ୟରେ ୪୦୦୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ: ମନ୍ତ୍ରୀ

ଭୁବନେଶ୍ବର: କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପରେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ, ରାଜ୍ୟରେ କୃଷିକୁ ଆଗକୁ ବଢାଇବା ପାଇଁ ବ୍ୟାପକ ଜଳସେଚନ ବ୍ୟବସ୍ଥା ଆବଶ୍ୟକ । ଯାହାକୁ…

ଅନଲାଇନ ଗେମ ନେଲା ଦଶମ ଶ୍ରେଣୀ ଛାତ୍ରୀଙ୍କ ଜୀବନ

ରାମନାଗୁଡ଼ା: ଅନଲାଇନ ଗେମ ଖେଳି ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉକ୍ତ ଛାତ୍ରୀ ଜଣକ ହେଲେ ସାଇନା ସାହୁ। ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକର ଗଣପତିଗୁଡା ଗ୍ରାମରେ ଘଟିଛି ଅଘଟଣ। ଅନଲାଇନ ଗେମ ଖେଳି ଚାରି ଲକ୍ଷ ଟଙ୍କା ଜିତିଥିଲେ କିନ୍ତୁ…

ଦୁଇ ବର୍ଷରେ ସାପ କାମୁଡ଼ାରେ ଯାଇଛି ୧୮୫୯ ଜୀବନ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢୁଛି ସାପ କାମୁଡା ଜନିତ ମୃତ୍ୟୁ । ତେବେ ଗତ ଦୁଇ ବର୍ଷ ମଧ୍ୟରେ ସାପ କାମୁଡ଼ାରେ ଯାଇଛି ୧୮୫୯ ଜୀବନ । ରାଜ୍ୟରେ କେତେ ପରିମାଣ ଲୋକ ସାପ କାମୁଡ଼ାରେ ମରିଛନ୍ତି ସେନେଇ ଆଜି ଗୃହରେ ବସ୍ତା ବିଧାୟିକା ସୁବାସିନୀ ଜେନା ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତରରେ…

୩୭ ଟପିଲା ରାଜଧାନୀ ପାରଦ

ଭୁବନେଶ୍ବର: ଜାଳି ମାରିବ ମାର୍ଚ୍ଚ ତାତି । ମାର୍ଚ୍ଚ ଅଧା ନ ହେଉଣୁ ପାରଦ ୪୦ ଛୁଇଁଲାଣି । ଗତକାଲି ପାରଦ ୪୦ ପାର ହୋଇଥିବା ବେଳେ ଆଜି ମଧ୍ୟ ସମଗ୍ର ରାଜ୍ୟରେ ନିଆଁ ବର୍ଷୁଛି । କୁହାଯାଉଛି ଆଗାମୀ ସପ୍ତାହରେ ମଧ୍ୟ ପାରଦ ଅନେକଥର ୪୦ ଛୁଇଁବ । ରାଜ୍ୟର ପ୍ରମୁଖ ସହର ଝାରସୁଗୁଡା ଏବଂ ଟିଟିଲାଗଡ…

ହୋଲି ଖେଳିବାରୁ ମିଳିଥିଲା ଦଣ୍ଡ, ଚିଠିରେ ଲେଖିଥିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ରଙ୍ଗର ଓ ଭାଇଚାରାର ପର୍ବ ହୋଲି । ଭାରତର ପ୍ରମୁଖ ପର୍ବ ମାନଙ୍କ ମଧ୍ୟରୁ ହୋଲି ହେଉଛି ସ୍ବତନ୍ତ୍ର । ବର୍ଷକୁ ଥରେ ଏହି ପର୍ବ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ । ରଙ୍ଗ ମୟ ହୋଇଯାଏ ସାରା ଭାରତ । କୁକର୍ମ ଏବଂ କୁପ୍ରଥାକୁ ଜାଳି ପାରସ୍ପରିକ ଭାଇଚାରା ବଜାୟ ରଖିବା ହେଉଛି ହୋଲି…

‘ମୁକେଶ ମହାଲିଙ୍ଗଙ୍କୁ ନିଲମ୍ବନ କର’: ଗର୍ଜିଲା ଯୁବ କଂଗ୍ରେସ

ଭୁବନେଶ୍ବର: ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ନିଲମ୍ବନ କରିବା ଦାବିରେ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡେ ମୁହାଁଇଥିଲା ଯୁବ କଂଗ୍ରେସ । ହେଲେ ଅଧା ବାଟରୁ ହିଁ ଉଠାଇ ନେଇଥିଲା ପୋଲିସ୍ । ତେବେ ମନ୍ତ୍ରୀ ମୁକେଶ ମହାଲିଙ୍ଗ…

ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ପୁଣି ଫେରିବେ ଶେଖ ହାସିନା

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ପୁଣି ଫେରିବେ ଶେଖ ହାସିନା। ହାସିନାଙ୍କ ଘନିଷ୍ଠ ସହଯୋଗୀ ତଥା ଆମେରିକା ଆୱାମୀ ଲିଗର ଉପାଧ୍ୟକ୍ଷ ଡକ୍ଟର ରାବି ଆଲାମ ବୁଧବାର ଏହି ଦାବି କରିଛନ୍ତି। ସେ କହିଛନ୍ତି ଯେ ଶେଖ ହସିନା ଖୁବ୍ ଶୀଘ୍ର ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ଫେରିବେ। ଏହା…

ଆଇଟି ପାୱାର ହାଉସ ହେବ ଓଡ଼ିଶା, ଜାରି ହେଲା ନୂଆ ଡ୍ରାଫ୍ଟ ଆଇଟି ନୀତି

ଭୁବନେଶ୍ୱର: ଆଇଟି ପାୱାର ହାଉସ ହେବ ଓଡ଼ିଶା। ୨୦୩୬ ସୁଦ୍ଧା ରାଜ୍ୟକୁ ଆଇଟି ଏବଂ ଇଲେକ୍‌ଟ୍ରୋନିକ୍ସ କ୍ଷେତ୍ରରେ ଏକ ପାୱାର ହାଉସ ବନାଇବା ଲକ୍ଷ୍ୟ ରଖାଯାଇଛି। ଏନେଇ ନୂଆ ଆଇଟି ନୀତି ଲାଗୁ କରିବ ଓଡିଶା। ଏହାର ଡ୍ରାଫ୍ଟ ଏବେ ଜାରି କରାଯାଇଛି। ଜନସାଧାରଣ ଏବଂ ଅଂଶୀଦାରମାନେ ଏହା ଉପରେ ନିଜର…

ଭୁବନେଶ୍ୱରରୁ ଆବୁଧାବି; ଜୁନରୁ ସିଧାସଳଖ ବିମାନ ଉଡାଣ

ଭୁବନେଶ୍ୱର: ଚଳିତ ବର୍ଷ ଜୁନ୍ ମାସରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆବୁଧାବିକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏଥିଯୋଗୁ ବିଶ୍ୱସ୍ତରୀୟ ଗନ୍ତବ୍ୟସ୍ଥଳଗୁଡ଼ିକୁ ବିମାନ ସଂଯୋଗର ଯଥେଷ୍ଟ ବୃଦ୍ଧି ହେବ। ଫଳରେ ଯାତ୍ରୀମାନଙ୍କୁ ଭଲ ସୁବିଧା ହେବ…

ପେରିୟାରଙ୍କୁ ସମାଲୋଚନା: ନିର୍ମଳାଙ୍କ ଉପରେ ବର୍ଷିଲେ ଥାଲାପତି

ନୂଆଦିଲ୍ଲୀ: ପେରିୟାର ପ୍ରସଙ୍ଗ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିଜୟ । କହିଲେ, ଯଦି ଏତେ ପେରିୟାରଙ୍କ ଉକ୍ତି ନେଇ ଚିନ୍ତିତ, ତେବେ ତାମିଲନାଡୁରେ ତ୍ରିଭାଷୀ ନୀତି ଲାଗୁ କରିବା ବନ୍ଦ କରିଦେବା ଉଚିତ୍… । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସମାଜ ସଂସ୍କାରକ ତଥା…