ଔରଙ୍ଗଜେବଙ୍କୁ ପ୍ରଶଂସା କରି ସପା ବିଧାୟକ ନିଲମ୍ବିତ
ନୂଆଦିଲ୍ଲୀ: ମୋଗଲ ଶାସକ ଔରଙ୍ଗଜେବଙ୍କୁ ପ୍ରଶଂସା କରି ସପା ବିଧାୟକ ଆବୁ ଆଜମୀ ଅଡୁଆରେ ପଡିଛନ୍ତି। ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିବା ବେଳେ ତାଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଛି।
ମହାରାଷ୍ଟ୍ରର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ଗୃହରେ ଆବୁ ଆଜମୀଙ୍କ ବିରୋଧରେ…