ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ; ପାର୍ଲର ମାଲିକ ସହ ଚିତ୍ରକର ଗିରଫ
ଭୁବନେଶ୍ୱର: ଜଣେ ବିଦେଶୀ ମହିଳାଙ୍କ ଜଙ୍ଘରେ ପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ବ୍ୟାପକ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ଭୁବନେଶ୍ୱରର ଏକ ଟାଟୁ ପାର୍ଲରର ମାଲିକ ସହ ଟାଟୁ ଆଙ୍କୁଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।
ସୂଚନା ଅନୁଯାୟୀ କମିଶନରେଟ୍ ପୋଲିସ ଏହି ଘଟଣା ସହିତ ଜଡିତ…