ଆପଣଙ୍କ ଘର ଉତ୍ତର-ପୂର୍ବ ମୁହାଁ କି?
ଭୁବନେଶ୍ବର: ବାସ୍ତୁ ସିଦ୍ଧାନ୍ତକୁ ମାନି ଘରର ତିଆରି କରାଯାଏ ବା ଭୂମି କିଣାଯାଏ । ଦେଖିଥିବେ ଅନେକ ଭୂଖଣ୍ଡ ସିଧା ଦିଗକୁ ଥାଏ ଅର୍ଥାତ୍ ସିଧା ପୂର୍ବ, ପଶ୍ଚିମ, ଉତ୍ତର କିମ୍ୱା ଦକ୍ଷିଣ ଦିଗକୁ ଥାଏ। କିନ୍ତୁ ଅନେକ ଏମିତି ବି ଭୂଖଣ୍ଡ ବା ପ୍ଳଟ୍ ଥାଏ ଯାହା କୋଣକୁ ମୁହଁ କରିଥାଏ । ଅର୍ଥାତ୍…