ମହାଶିବରାତ୍ରୀ ମହାକୁମ୍ଭରେ ଅନ୍ତିମ ଅମୃତ ସ୍ନାନ: ବୁଡ଼ ପକାଇଲେଣି ୪୦ ଲକ୍ଷ ଶ୍ରଦ୍ଧାଳୁ
ପ୍ରୟାଗରାଜ: ଆଜି ମହାଶିବରାତ୍ରୀରେ ମହାକୁମ୍ଭମେଳାରେ ଶେଷ ଅମୃତ ଦିବସ। ଏହି ଅବସରରେ ପ୍ରବଳ ଭିଡ଼ ଜମିଛି। ଶେଷ ଅମୃତ ଦିବସରରେ ବୁଡ଼ ପାଇଁ ପ୍ରବଳ ଭିଡ଼। ସକାଳ ୬ଟା ସୁଦ୍ଧା ବୁଡ଼ ପକାଇଲେଣି ୪୦ ଲକ୍ଷ ଶ୍ରଦ୍ଧାଳୁ।
ତ୍ରିବେଣୀ ସଙ୍ଗମରେ ୩ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ଆଶଙ୍କା। ୪୫…