ଆସନ୍ତା ବର୍ଷ ‘ପଠାନ ୨’ର ସୁଟିଂ ଆରମ୍ଭ
ମୁମ୍ବାଇ: ଶାହାରୁଖ ଖାନଙ୍କ ଫିଲ୍ମ ପଠାନ୍ ବକ୍ସ ଅଫିସରେ ୫୪୩.୦୫ କୋଟି ଟଙ୍କା କଲେକ୍ସନ କରିଥିଲା। ତେବେ ବର୍ତ୍ତମାନ ଏହି ଫିଲ୍ମ ର ସିକ୍ୱେଲ୍ ନିର୍ମାଣ ହେବାକୁ ଯାଉଛି। ପଠାନ ୨ରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନ ପୁଣି ଥରେ ମୁଖ୍ୟ ଭୂମିକାରେ ନଜର ଆସିବେ।
୨୦୨୬ ମସିହା ମାର୍ଚ୍ଚ ମାସ…