Latest Odisha News

BREAKING NEWS

Yearly Archives

2025

କିଟ୍ ଛାତ୍ରୀଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର

ଭୁବନେଶ୍ୱର: କିଟ୍ ଛାତ୍ରୀ ପ୍ରକୃତି ଲାମସାଲ୍‌ଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକଙ୍କ ଉପସ୍ଥିତିରେ ଶବବ୍ୟବଚ୍ଛେଦ ହୋଇଥିଲା। ଏମ୍‌ସରେ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବିଳମ୍ବିତ ରାତିରେ ହସ୍ତାନ୍ତର ପରେ ନେପାଳ ନେଇଗଲେ ପରିବାର ଲୋକେ।…

ଏହି ଘରୋଇ ଉପଚାର ଦ୍ବାରା ଶୁଖିଲା କାଶକୁ କରନ୍ତୁ ବାଏ ବାଏ ..

ଭୁବନେଶ୍ବର: ବେଳେବେଳେ ଦୀର୍ଘଦିନ ଧରି କାଶ ଲାଗି ରହିଥାଏ । ଔଷଧ ସେବନ ଦ୍ବାରା ମଧ୍ୟ ଏହି କାଶ କମେ ନାହିଁ । ତେବେ କିଛି ଘରୋଇ ଉପଚାର ଦ୍ୱାରା ଆପଣ ଏହି କାଶରୁ ମୁକ୍ତି ପାଇ ପାରିବେ । - କାଶ ହେଉଥିଲେ ଥଣ୍ଡା ପାଣି, ଆଇସ୍‌କ୍ରିମ୍‌ ଆଦି ଥଣ୍ଡା ଜାତୀୟ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ।…

ଘୂର୍ଣ୍ଣିବଳୟ ଓ ପଶ୍ଚିମା ଝଡ଼ ପ୍ରଭାବ, ଆଜିଠୁ ୪ଦିନ ବର୍ଷିବ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା। ୧୯ ତାରିଖରୁ ୨୧ ତାରିଖ ଯାଏଁ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ୨୦ ତାରିଖରୁ ଉତ୍ତର ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ଓ…

ଆଇଏଏସ୍ ବିଷ୍ଣୁପଦଙ୍କ ଘରୁ ବାହାରିଲା ସିବିଆଇ, ୧୬ ଘଣ୍ଟା ଧରି ଚାଲିଥିଲା ରେଡ଼

ଭୁବନେଶ୍ୱର: ବ୍ରିଜ ଆଣ୍ଡ ରୁଫ ଲାଞ୍ଚ ମାମଲାରେ ପୁଣି ଜୋର ଧରିଲା ତଦନ୍ତ। ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ମାରାଥନ ଜେରା ଚାଲିଥିଲା। ୧୬ ଘଣ୍ଟା ଧରି ଘାଣ୍ଟିଛି ସିବିଆଇ। ଗତକାଲି ସକାଳଠାରୁ ରାତି ୧୧ଟା ପର୍ଯ୍ୟନ୍ତ ଯାଞ୍ଚ କରୁଥିଲା ସିବିଆଇ। ନୂଆଦିଲ୍ଲୀରୁ ଆସିଥିବା…

ଘରେ ଅବା ବାଡିରେ ଗୁଣ୍ଡୁଚିମୂଷା ଦେଖିବା ଶୁଭ ନା ଅଶୁଭ?

ଭୁବନେଶ୍ବର: ଘରର ଅଗଣାରେ ଅବା ବାଡିରେ ଆପଣ ଗୁଣ୍ଡୁଚି ମୂଷା ବେଳେବେଳେ ଦେଖୁଥିବେ ।  ତେବେ ଜାଣିଛନ୍ତି ଧାର୍ମିକ ଦୃଷ୍ଟିକୋଣରୁ ଗୁଣ୍ଡୁଚି ମୂଷା ବହୁତ ଶୁଭ। ଗୁଣ୍ଡୁଚି ମୂଷା ଦେଖିବା କିମ୍ବା ଛୁଇଁବା ବ୍ୟକ୍ତି ପାଇଁ ସୌଭାଗ୍ୟ ଆଣିଥାଏ । ତେବେ ଜ୍ୟୋତିଷଙ୍କ ମତରେ ଗୁଣ୍ଡୁଚି ମୂଷା ଦେବୀ…

ମହାଶିବରାତ୍ରୀରେ ଏହି ଜିନିଷ କରନ୍ତୁ ଦାନ; ଦୂର ହେବ ଆର୍ଥିକ ସଙ୍କଟ

ଭୁବନେଶ୍ବର: ଚଳିତବର୍ଷ ମହାଶିବରାତ୍ରୀ ୨୬ ଫେବୃଆରୀ (ବୁଧବାର)ରେ ପାଳନ କରାଯିବ। ଫାଲଗୁନ୍‌ ମାସରେ ପଡୁଥିବା ଶିବରାତ୍ରି ସବୁଠାରୁ ସ୍ବତନ୍ତ୍ର ଅଟେ। କାରଣ ଏହି ଶିବରାତ୍ରିକୁ ମହାଶିବରାତ୍ରି କୁହାଯାଏ । ଏହି ଦିନ ବ୍ରତ ଓ ଦାନର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ବ୍ରତ କଲେ ଭୋଳାବାବା…

ଏପରି ଏକ ମନ୍ଦିର ଯେଉଁଠି ଭଗବାନ ଶିବଙ୍କ ସ୍ଥାନରେ ପୂଜା ଯାଏ ବରଗଛ…

ଚେନ୍ନାଇ: ତାମିଲନାଡୁ ରାଜ୍ୟର ତଞ୍ଜାବୁର ଜିଲ୍ଲାରେ ଏକ ମନ୍ଦିର ଅଛି, ଯାହା ବର୍ଷସାରା ବନ୍ଦ ରହିଥାଏ ଏବଂ କାର୍ତ୍ତିକ ମାସରେ କେବଳ ସୋମବାରରେ ଖୋଲିଥାଏ । ଏହି ମନ୍ଦିର ହେଉଛି ବୋଡୁ ଅବୁଦୈୟାର ମନ୍ଦିର ଯାହା ଏହାର ଅନନ୍ୟ ପରମ୍ପରା ଏବଂ ରହସ୍ୟମୟ ବିଶ୍ୱାସ ପାଇଁ ପ୍ରସିଦ୍ଧ । ମନ୍ଦିରରେ…

କିଟ୍ ରେ ଛାତ୍ରୀ ମୃତ୍ୟୁ ଘଟଣା: ଗିରଫ ହଉ ହଉ ମିଳିଗଲା ଜାମିନ

ଭୁବନେଶ୍ୱର: କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ କରାଯାଇଥିବା ୫ଜଣ ଦୋଷୀଙ୍କୁ ଜାମିନ ମିଳିଛି । ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀଙ୍କୁ ଭୁବନେଶ୍ବର ଜେଏମ୍‌ଏଫ୍‌ସି-୨ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରତାପ…

ଖୁବଶିଘ୍ର ଲାଗୁ ହେବ ଶିଶୁ ବାଲ ବାଟିକା ୩

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରେ ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ଖୋଲାଯିବ ଶିଶୁ ବାଲ ବାଟିକା ୩ । ସୋମବାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟରେ ଏନେଇ ଘୋଷଣା କରିଥିବା ବେଳେ, ମଙ୍ଗଳବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ…

ଟିମ ଇଣ୍ଡିଆର ୪୦ ବର୍ଷ ତଳର ରେକର୍ଡ ଭାଙ୍ଗିଦେଲା ଆମେରିକା

ନୂଆଦିଲ୍ଲୀ: କ୍ରିକେଟ ଅନିଶ୍ଚିତତାର ଖେଳ ବୋଲି ପୂନର୍ବାର ପ୍ରମାଣିତ ହୋଇଛି । ଆମେରିକା ଓ ଓମାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ବିଶ୍ୱରେକର୍ଡ ସୃଷ୍ଟି କରିବ କେହି ଭାବି ନ ଥିଲେ । ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ଲିଗ ୨ ମୁକାବିଲାରେ ଭାରତୀୟ ଟିମର ୪୦ ବର୍ଷ ତଳର ରେକର୍ଡ ଆମେରିକା ଭାଙ୍ଗି…