ବାଂଲାଦେଶ ବିପକ୍ଷରେ କିପରି ରହିଛି ଭାରତର ପ୍ରଦର୍ଶନ
ଦୁବାଇ: ଫେବୃୟାରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବ । ଟୁର୍ଣ୍ଣାମେଂଟର ଉଦଘାଟନୀ ମ୍ୟାଚ କରାଚୀରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହା ପରଦିନ ଭାରତ ତାର ଅଭିଯାନ ବାଂଲାଦେଶ ବିପକ୍ଷରେ ଆରମ୍ଭ କରିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏଥର ଟାଇଟଲ ଦୌଡରେ ଆଗରେ ରହିଛି…