ଭାରତ ବିପକ୍ଷରେ ୧୫ଥର ପାଇଁ ୩୦୦ରୁ ଊର୍ଦ୍ଧ୍ୱ ସ୍କୋର କଲା ଇଂଲଣ୍ଡ
କଟକ: ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରେ ୩୦୪ ରନ କରି ଅଲଆଉଟ ହୋଇଯାଇଛି । ଭାରତ ସମ୍ମୁଖରେ ୩୦୫ ରନର ବିଜୟ ଲକ୍ଷ୍ୟ ରହିଛି । ଭାରତ ବିପକ୍ଷରେ ଇଂଲଣ୍ଡ ୧୫ଥର ପାଇଁ ୩୦୦ରୁ ଊର୍ଦ୍ଧ୍ୱ ରନ…