ଉଚ୍ଚ ରକ୍ତଚାପ ରୋଗୀ ଏହି ସବୁ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ, ନଚେତ ବଢିପାରେ ଷ୍ଟ୍ରୋକ ଆଶଙ୍କା
ବ୍ୟସ୍ତବହୁଳ ଜୀବନ, କାମର ଚାପ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଏବଂ ଖରାପ ଜୀବନଶୈଳୀ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ଉଚ୍ଚ ରକ୍ତଚାପରେ ପୀଡିତ ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଏ। ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ଉଚ୍ଚ ରକ୍ତଚାପର ସମସ୍ୟା…