ମଧୁବନୀ ଚିତ୍ରକଳା: ଯାହାକୁ ନେଇ ଏତେ ଚର୍ଚ୍ଚା ଜାଣନ୍ତୁ ଏହାର ଇତିହାସ
ନୂଆଦିଲ୍ଲୀ: ବଜେଟ ୨୦୨୫ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ପିନ୍ଧିଥିବା ମଧୁବନୀ ଚିତ୍ରକଳା ଶାଢୀ ଏବେ ସବୁଆଡେ ଚର୍ଚ୍ଚାର ବିଷୟ । ମଧୁବନୀ ଚିତ୍ରକଳା ମିଥିଳା ପେଣ୍ଟିଂ ଭାବରେ ମଧ୍ୟ ଜଣାଶୁଣା । ଏହା ହେଉଛି ଭାରତର ଅନ୍ୟତମ ପ୍ରାଚୀନ ତଥା ପ୍ରସିଦ୍ଧ ଲୋକକଳା । ବିହାରର ମଧୁବନୀ…