Latest Odisha News

BREAKING NEWS

Yearly Archives

2025

କିଏ ଏହି କାର୍ଲା ସୋଫିଆ? ଓସ୍କାରରେ ପ୍ରଥମ ଟ୍ରାନ୍ସଜେଣ୍ଡର ଅଭିନେତ୍ରୀ…

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତର ସବୁଠାରୁ ବଡ଼ ଓସ୍କାର ପୁରସ୍କାର ପାଇଁ ନୋମିନେସନ ଘୋଷଣା କରାଯାଇଛି । ଚଳିତ ବର୍ଷ ପ୍ରଶଂସକମାନେ ଓସ୍କାର ପାଇଁ ଉତ୍ସାହର ସହ ଅପେକ୍ଷା କରିଥିଲେ । ଏବେ ୨୩ ଜାନୁଆରୀରେ ନାମାଙ୍କନ ଘୋଷଣା ହୋଇଛି । ଏଥିରେ ପ୍ରଥମ ଟ୍ରାନ୍ସ ଜେଣ୍ଡର ଅଭିନେତ୍ରୀ ଭାବେ ନୋମିନେଟ…

ସାଇକେଲରେ ନେପାଳ ବାହାରିଥିଲେ, ହେଲେ ଗୁଗଲମ୍ୟାପ୍ ଆଣି ଛାଡିଲା ୟୁପିରେ…

ନୂଆଦିଲ୍ଲୀ: ଗୁଗଲ ମ୍ୟାପ୍, ସହଜ..ସରଳ ବାଟ ଦେଖାଇବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ଟେକନୋଲୋଜି । ହେଲେ ବିଡମ୍ବନାର ବିଷୟ, ପ୍ରତିଦିନ ଏଥିରେ ବାଟବଣା ହେଉଛନ୍ତି ଲୋକେ । କେଉଁଠି ଭୁଲ ବାଟ ଦେଖାଇ ମରୁଭୂମିରେ ଫସାଇଲାଣି ତ, ଆଉ କେଉଁଠି ବାଟବଣା ହୋଇ ଜୀବନ ହାରିଲେଣି ଲୋକ ।…

ଶୀତଦିନେ କେଶରେ ଘିକୁଆଁରୀ ଲଗାଇବା ଲାଭଦାୟକ କି? କଣ କହୁନ୍ତି ବିଶେଷଜ୍ଞ..

ଶୀତଦିନେ ଚୁଟି ଝଡ଼ିବା ଏକ ସାଧାରଣ କଥା। ପ୍ରାୟତଃ ଲୋକମାନେ ଶୀତ ଋତୁରେ ଚୁଟି ଶୁଷ୍କ ପଡିଯିବାର ଅଭିଯୋଗ କରନ୍ତି। ପ୍ରକୃତରେ, ଶୀତଦିନେ ଶୁଷ୍କ ପବନ ଯୋଗୁଁ ଆମ ଚର୍ମ ସହିତ, ଆମର କେଶ ମଧ୍ୟ ଶୁଷ୍କ ଏବଂ ମଳିନ ପଡିଯାଏ। ଶୁଖିଲା ପବନ ଯୋଗୁଁ, ଚର୍ମ ଏବଂ ମୁଣ୍ଡରୁ ଆର୍ଦ୍ରତା ହ୍ରାସ ପାଇଥାଏ।…

ସାମ୍ପୁଲ୍ ଟେଷ୍ଟରେ ଫେଲ୍ ହେଲା ୧୩୫ଟି ଔଷଧ: ଉଚ୍ଚ ରକ୍ତଚାପ, ମଧୂମେହ ଭଳି ଔଷଧ ସାମିଲ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ଡିସେମ୍ବରରେ ନିଆଯାଇଥିବା ଔଷଧ ନମୁନାର ଫଳାଫଳ ପ୍ରକାଶ କରିଛି। ଏହି ଫଳାଫଳ ମୁତାବକ, ଔଷଧର ଗୁଣବତ୍ତା ୧୩୫ରୁ ଅଧିକ ପାରାମିଟରରେ ଅବୈଧ ବୋଲି ଜଣାପଡିଛି। ଯେଉଁ ଔଷଧଗୁଡ଼ିକର ନମୁନା ବିଫଳ ହୋଇଛି। ସେମାନଙ୍କ ମଧ୍ୟରେ ହୃଦ୍‌ରୋଗ,…

ଫିଲ୍ମରେ ଆକ୍ଟିଂ କରିବେ ମୋନାଲିସା, ମହାକୁମ୍ଭରେ ଭାଇରାଲ ହୋଇଥିଲେ… 

ପ୍ରୟାଗରାଜ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ବୁଲିବୁଲି ରୁଦ୍ରାକ୍ଷ ମାଳ ବିକୁଥିବା ଯୁବତୀ ମୋନାଲିସାଙ୍କୁ ବଲିଉଡରେ କାମ କରିବାର ସୁବର୍ଣ୍ଣ ସୁଯୋଗ ମିଳିଛି। ଫିଲ୍ମ ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଦି ଡାଏରୀ ଅଫ୍ ମଣିପୁର'ରେ ଲିଡ୍ ଆକ୍ଟ୍ରେସ୍ ଭାବରେ ତାଙ୍କୁ…

ମାହାଙ୍ଗା ଡବଲ ମର୍ଡର: ପୁଣି ବଢିଲା ପ୍ରତାପ ଜେନାଙ୍କ ଅଡୁଆ

ଭୁବନେଶ୍ବର: ମାହାଙ୍ଗା ଡବଲ ମର୍ଡର ଘଟଣା ନେଇ ଏବେ ପୁଣି ବଢିଛି ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ । ମାମଲାକୁ ପୁଣି ବିଚାର କରିବା ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ଏହି ଘଟଣାକୁ ନେଇ ରାଜ୍ୟସରକାରଙ୍କୁ ଜବାବା ତଲବ ମଧ୍ୟ କରିଛନ୍ତି ସର୍ବୋଚ୍ଚ କୋର୍ଟ । ୪ ସପ୍ତାହ…

ଗାଲାଣ୍ଟ୍ରି ଆଓ୍ବାର୍ଡ: ଗଣତନ୍ତ୍ର ଦିବସରେ ୯୪୨ ଜଣଙ୍କୁ ପୁରସ୍କାର, ଓଡିଶାର ୨ ପୋଲିସ କର୍ମୀଙ୍କୁ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ: ଆସନ୍ତାକାଲି ୭୬ ତମ ଗଣତନ୍ତ୍ର ଦିବସ ପାଳନ କରିବ ଦେଶ । ଏହି ଅବସରରେ ଜାତୀୟ ସାହସିକତା ଏବଂ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ ପୋଲିସକର୍ମୀ, ଅଗ୍ନିଶମ ସେବା, ହୋମଗାର୍ଡ, ନାଗିରକ ସୁରକ୍ଷା ଏବଂ…

ଅଷ୍ଟ୍ରେଲିଆନ ଓପନ: ଟେନିସରେ ହାରିଲେ ବୋଲି ପତିଙ୍କୁ ଦେଲେ ଛାଡପତ୍ର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରୁଷରେ ଜନ୍ମିତ ଅଷ୍ଟ୍ରେଲିଆର ମହିଳା ଟେନିସ ଖେଳାଳି ଅରୀନା ରୋଡିଓନୋଭା ଅଷ୍ଟ୍ରେଲିଆନ ଓପନ ଦ୍ୱିତୀୟ ରାଉଣ୍ଡରେ ହାରିବା ପରେ ହଠାତ ପତି ଟାଇ ବେକରୀଙ୍କୁ ଛାଡପତ୍ର ଦେଇଛନ୍ତି । ଯାହା କି ଏବେ…

ପୁଣି ସୁରକ୍ଷାକର୍ମୀଙ୍କୁ ସଫଳତା, ୧୪ ହାର୍ଡକୋର ମାଓବାଦୀ ଗିରଫ

ବିଜାପୁର: ପୁଣି ସୁରକ୍ଷାକର୍ମୀଙ୍କୁ ମିଳିଛି ଏକ ବଡ଼ ସଫଳତା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ୧୪ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରାଯାଇଛି। ଡିଆରଜି ଏବଂ କୋବ୍ରା ଯବାନଙ୍କ ମିଳିତ ଅପରେସନ ବେଳେ ମିଳିଛି ସଫଳତା। ଗିରଫ ମାଓବାଦୀଙ୍କ ମଧ୍ୟରୁ ୮ଜଣଙ୍କ ନାଁରେ ରହିଛି ୩୬…

ବିଶ୍ବର ସୁଉଚ୍ଚ ରେଳ ବ୍ରିଜରେ ଗଡିଲା ବନ୍ଦେ ଭାରତ

ଶ୍ରୀନଗର: ବିଶ୍ବର ସୁଉଚ୍ଚ ବ୍ରିଜରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ । ବିଶ୍ବର ସୁଉଚ୍ଚ ଚେନାବ ବ୍ରିଜରେ ଉପରେ ପରୀକ୍ଷାମୂଳକ ଭାବେ ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ଗଡିଛି । କଟରା-ଶ୍ରୀନଗର ଭିତରେ ପ୍ରଥମ କେବୁଲ୍ ଷ୍ଟେ ବ୍ରିଜ ଦେଇ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍‌ ରନ୍ କରିଛି ।…