Latest Odisha News

BREAKING NEWS

Yearly Archives

2025

ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ଉତ୍ତୋଳନ କରିବେ ଜାତୀୟ ପତାକା

ଭୁବନେଶ୍ୱର: ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ହରିବାବୁ କମ୍ଭମପତି। ଜାତୀୟ ପତାକା ଉତ୍ତୋଳନ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଦିନ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ…

ମହାକୁମ୍ଭ ମେଳାରେ ଥିବା ‘ପିପେ ସେତୁ’ ଅଢ଼େଇ ହଜାର ବର୍ଷ ପୁରୁଣା, ଜାଣନ୍ତୁ ଇତିହାସ

ପ୍ରୟାଗରାଜ: ବର୍ତ୍ତମାନ ଦେଶର ଉତ୍ତରପ୍ରଦେଶ ସ୍ଥିତ ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ଭବ୍ୟସ ଆୟୋଜନ । ଏଥିରେ ଦେଶ ବିଦେଶରୁ ଅନେକ ସାଧୁ, ନାଗା ସାଧୁ, ସନ୍ତଙ୍କ ସମେତ ଭାରତ ଓ ବିଦେଶୀ ପର୍ଯ୍ୟଟକ ମାନେ ବହୁମାତ୍ରାରେ ଯାଇ ବୁଡ ପକାଉଥିବାର ଦେଖିବାକୁ ମିଳୁଛି । ଏହି ସମୟରେ ମହାକୁମ୍ଭ ସଙ୍ଗମ…

କଣାସ ଝାଡାବାନ୍ତି ମୃତ୍ୟୁ: ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର: ପୁରୀ ଜିଲ୍ଲା କଣାସ ବ୍ଲକରେ ଝାଡ଼ାବାନ୍ତିରେ ମୃତ୍ୟୁ ପ୍ରସଙ୍ଗକୁ ନେଇ, ଆଜି ସରକାରଙ୍କୁ ପୁଣି ପ୍ରଶ୍ନର କାଠଗଡାକୁ ଟାଣିଛି ବିଜେଡ଼ି। ସାତ ମାସ ବିତିଲାଣି, ସରକାର ଖାଲି ରଙ୍ଗ ବଦଳାଉଛନ୍ତି, ହେଲେ ମଣ୍ଡିପଙ୍କାରେ ନା ଚାଉଳ ପହଂଚିଲା, ନା କଣାସରେ ପାଣି। ଏଥିସହିତ କଣାସରେ ପାଣି…

ୟୁଟ୍ୟୁବ୍ରୁ କେମିତି ପାଇବେ ସିଲଭର୍ ବଟନ୍, ଜାଣନ୍ତୁ…

ଭୁବନେଶ୍ଵର: ଆଜିର ସମୟରେ, ୟୁଟ୍ୟୁବ୍ କେବଳ ମନୋରଞ୍ଜନର ଏକ ମାଧ୍ୟମ ନୁହେଁ ବରଂ ରୋଜଗାରର ଏକ ଉତ୍କୃଷ୍ଟ ଉତ୍ସ ପାଲଟିଛି । ଯଦି ଆପଣ ଆପଣଙ୍କର ପ୍ରତିଭାକୁ ୟୁଟ୍ୟୁବରେ ସଠିକ୍ ଉପାୟରେ ଉପସ୍ଥାପନ କରନ୍ତି ତେବେ ଆପଣଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ସହ ୟୁଟ୍ୟୁବରୁ ଅନେକ ପ୍ରକାରର ପୁରସ୍କାର ମଧ୍ୟ…

କରିବେ ସେମାନେ, ଭରିବୁ ଆମେ; ଚୀନକୁ ଆକ୍ଷେପ କରି ଡବ୍ଲ୍ୟୁଏଚଓରୁ ଓହରିଲା ଆମେରିକା

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାରେ ଲାଗିଛନ୍ତି। ସେ ତତ୍ପରତାର ସହ ଅନେକ ନିଷ୍ପତ୍ତି ମଧ୍ଯ ନେଉଛନ୍ତି। ସୂଚନା ଅନୁଯାୟୀ, ଚୀନକୁ ଆକ୍ଷେପ କରି ଡବ୍ଲ୍ୟୁଏଚଓରୁ ଓହରିଯାଇଛି ଆମେରିକା। ସେ କହିଛନ୍ତି ଯେ…

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌; ପୋଷ୍ଟର ମାରି ଚେତାଇଲା ପୋଲିସ

ପୁରୀ: ଶ୍ରୀମନ୍ଦିର ଭିତରଫଟୋ ଏବଂ ଭିଡିଓ ଭାଇରାଲ୍ ହେବାକୁ ନେଇ ଏବେ ଆକ୍ସନ ମୋଡରେ ପୁରୀ ପୋଲିସ୍ ପ୍ରଶାସନ। ପୋଲିସ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଚେତାଇ ଦିଆଯାଇ ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରାଯାଇଛି। ଏଥିସହିତ ମନ୍ଦିର ପରିସରରେ ମୋବାଇଲ ଫୋନକୁ ନିଷେଧ କରାଯାଇଛି। ଉକ୍ତ ପୋଷ୍ଟରରେ ସିଧା…

କାହିଁକି ଗର୍ଭାବସ୍ଥାରେ ଲଗାନ୍ତିନାହିଁ ମେହେନ୍ଦୀ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ମେହେନ୍ଦୀ ଲଗାଇବାକୁ ଶୁଭ ବୋଲି ବିବେଚନା କରାଯାଏ। ବିବାହିତ ମହିଳାମାନେ ହାତରେ ବହୁତ ଉତ୍ସାହର ସହିତ ମେହେନ୍ଦୀ ଲଗାଇଥାନ୍ତି । ମେହେନ୍ଦି ବିନା ସୁହାଗ ସହ ଜଡିତ ଉପବାସ ପର୍ବ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ । କିନ୍ତୁ ଗର୍ଭବତୀ ମହିଳା ମାନଙ୍କୁ ହାତରେ…

ଭାରତର ସମ୍ପତ୍ତି ଉପରେ ବ୍ରିଟେନର କବ୍ଜା; ୧୦% ଧନୀ ଲୁଟି ନେଇଛନ୍ତି ଅଧାରୁ ଅଧିକା ଭାଗ: ଅକ୍ସଫାମ୍ ରିପୋର୍ଟ

ନୂଆଦିଲ୍ଲୀ: ଯେତେବେଳେ ଭାରତରେ ବ୍ରିଟିଶ ଶାସନ ଚାଲୁଥିଲା ସେହି ସମୟରେ, ବ୍ରିଟେନ ଭାରତକୁ ବ୍ୟାପକ ଭାବରେ ଶୋଷଣ କରିଥିଲା। ଭାରତରୁ ବ୍ରିଟେନକୁ ପ୍ରଚୁର ସମ୍ପତ୍ତି ମଧ୍ୟ ପଠାଇଥିଲା। ଯେଉଁଠାରେ କିଛି ବ୍ରିଟିଶ ଧନୀ ଲୋକ ଏହାର ଲାଭ ଉଠାଇଥିଲେ। ଅକ୍ସଫାମ ଇଣ୍ଟରନ୍ୟାଶନାଲ୍‌ ପକ୍ଷରୁ ପ୍ରକାଶିତ…

ଆରବିଆଇର ନୂଆ ଗାଇଡଲାଇନ୍, ଏହି ଦୁଇ ନଂରୁ ଆସିବ ବ୍ୟାଙ୍କିଂ କଲ୍… 

ନୂଆଦିଲ୍ଲୀ: ଅନଲାଇନ୍ ଠକେଇ ଏବଂ ସାଇବର ଅପରାଧକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନୂଆ ଗାଇଡଲାଇନ୍ ଜାରି କରିଛି। ଫଳରେ ଲୋକମାନେ ଫେକ୍ ନମ୍ବରରୁ ଆସୁଥିବା କଲ୍ ଗୁଡିକୁ ଜାଣିପାରିବେ। ସୂଚନା ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ମାର୍କେଟିଂ ଏବଂ ବ୍ୟାଙ୍କିଂ ସମ୍ବନ୍ଧୀୟ କଲ୍…

ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଜୟରାମ ସମେତ ଟଳିଲେ ୧୪ ନକ୍ସଲ 

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ସୁରକ୍ଷା ବାହିନୀକୁ ବଡ ସଫଳତା। ମିଳିତ ବାହିନୀର ନକ୍ସଲ ବିରୋଧୀ ଅପରେସନରେ ସଫା ହୋଇଛନ୍ତି ୧୪ ମାଓବାଦୀ। ମାଓ ଅପରେସନରେ ଏଯାଏଁ ମୋଟ ୧୪ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ତେବେ ସବୁଠୁ ବଡ଼ ସଫଳତା ହେଉଛି, ଏନ୍‌କାଉଣ୍ଟରରେ ନିପାତ…