ଜୁଲାଇ ୨୪ ଯାଏଁ ପାକିସ୍ତାନ ପାଇଁ ଆକାଶ ମାର୍ଗ ବନ୍ଦ କଲା ଭାରତ
ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଏପ୍ରିଲ ୩୦ରେ ପାକିସ୍ତାନୀ ଏୟାରଲାଇନ୍ସକୁ ଏହାର ସୀମାରେ ପ୍ରବେଶ କରିବା ଉପରେ କଟକଣା ଲଗାଇଥିଲା। ପ୍ରଥମେ ଏହା ମେ ୨୪ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ବେଳେ ପରେ ପୁଣି ଏହା ଜୁନ ୨୪ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା।…