Russian Drone Strike On Ukraine: ୟୁକ୍ରେନର ଯାତ୍ରୀବାହୀ ଟ୍ରେନ ଉପରେ ରୁଷିଆର ଆକ୍ରମଣ, ୫ ଜଣଙ୍କ ମୃତ୍ୟୁ…
ନୂଆଦିଲ୍ଲୀ: ଥମୁନି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଉତ୍ତେଜନା। ଏହି ଯୁଦ୍ଧରେ, ରୁଷିଆ ସେନା ୟୁକ୍ରେନରେ ନିରନ୍ତର ଦ୍ରୁତ ଆକ୍ରମଣ କରୁଛି। ରୁଷ ସେନା ପୁଣିଥରେ ୟୁକ୍ରେନ ଉପରେ ବଡ଼ ଧରଣର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତି କମରେ ୫ ଜଣଙ୍କର ମୃତ୍ୟୁ…