ମୃତ୍ୟୁ ପୂର୍ବରୁ କ’ଣ ଥିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷ ଶବ୍ଦ…
ମୁମ୍ବାଇ: ପୁଣେ ଜିଲ୍ଲାର ବାରାମତୀ ଅଞ୍ଚଳରେ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ସେ ବାରାମତୀରେ ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଉଥିଲା ବେଳେ ଏହି ଅଘଟଣ ଘଟିଥିଲା।
ସେ ଏବଂ ବିମାନରେ ଥିବା ଅନ୍ୟମାନେ ମଧ୍ୟ ଏହି…