ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡି ଯିବା ଘଟଣା: ସର୍ଚ୍ଚ ଅପରେସନରେ ସାମିଲ ହେଲା ୨ଟି ଚାଇନା ଜାହାଜ
ପାରାଦୀପ: କୁଆଡେ ଗଲା ଓସେନ ଉଇନର। କୁଆଡେ ଗଲେ ଆଉ ୨୨ କ୍ରିୟୁ ସଦସ୍ୟ। ନୌସେନା, କୋଷ୍ଟଗାର୍ଡ ଓ ବିଭିନ୍ନ ଏଜେନ୍ସି ସର୍ଚ୍ଚ ଅପରେସନରେ ସାମିଲ ଥିଲେ ମଧ୍ୟ ପାରୁନାହାନ୍ତି ଠାବ। ଯାହାକୁ ନେଇ ଏବେବି ଜାରି ରହିଛି ସସ୍ପେନ୍ସ। ଏବେ ଅପରେସନରେ ସାମିଲ ହୋଇଛି ୨ ଟି ଚାଇନା ଜାହାଜ। ଏଥିସହିତ…