Latest Odisha News

BREAKING NEWS

Yearly Archives

2026

ରିଲିଜ ପୂର୍ବରୁ ଟ୍ୟାକ୍ସ ଫ୍ରି ହେଲା କଙ୍ଗନାଙ୍କ “ଭାରତ ଭାଗ୍ୟ ବିଧାତା”

ନୂଆଦିଲ୍ଲୀ: ନିକଟରେ କଙ୍ଗନା ରାଣାୱତଙ୍କ ଫିଲ୍ମ "ଭାରତ ଭାଗ୍ୟ ବିଧାତା"ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସାମିଲ ହୋଇଥିଲେ। ମୁକ୍ତିଲାଭ ପୂର୍ବରୁ ଫିଲ୍ମଟିକୁ ଏବେ ଦିଲ୍ଲୀରେ କରମୁକ୍ତ ଘୋଷଣା କରାଯାଇଛି। ଯାହାକୁ ନେଇ…

ସିଏମ ଟ୍ରଫି ୨.୦: ରେକର୍ଡ ସଂଖ୍ୟକ ଖେଳାଳିଙ୍କ ଅଂଶଗ୍ରହଣ, ଓଡ଼ିଶାର ତୃଣମୂଳ ସ୍ତରର କ୍ରୀଡ଼ା ପରିବେଶ ହେବ ସୁଦୃଢ଼

ଭୁବନେଶ୍ୱର: ସିଏମ ଟ୍ରଫି ୨.୦ର ଦ୍ୱିତୀୟ ସଂସ୍କରଣ ଆଜି ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି, ଯାହା ତୃଣମୂଳ ସ୍ତରରେ ଏକ ସୁଦୃଢ଼ କ୍ରୀଡ଼ା ପରିବେଶ ଗଢ଼ିବା ଏବଂ ରାଜ୍ୟରେ ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଦିଗରେ ଓଡ଼ିଶାର ବଡ଼ ପ୍ରୟାସରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ବିଦେଶୀ ପାଣ୍ଠି ମାମଲାରେ ନ୍ୟୁଜକ୍ଲିକ୍, ପ୍ରବୀର ପୁରକାୟସ୍ଥଙ୍କ ବିରୋଧରେ FIR ଏବଂ ED ମାମଲାକୁ ରଦ୍ଦ କଲେ ଦିଲ୍ଲୀ…

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ନ୍ୟୁଜକ୍ଲିକ୍ ଏବଂ ଏହାର ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥଙ୍କ ବିରୋଧରେ ଏଫଆଇଆର ଓ ଇଡି ମାମଲାକୁ ରଦ୍ଦ କରିଛନ୍ତି। ଭାରତୀୟ ସ୍ୱାଧୀନ ନ୍ୟୁଜ୍ ପୋର୍ଟାଲ ନ୍ୟୁଜକ୍ଲିକ ବିରୁଦ୍ଧରେ ବିଦେଶୀ ପାଣ୍ଠି ଅଭିଯୋଗରେ EOW FIR ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)…

କଂଗ୍ରେସ ବିଶ୍ବାସଘାତକତା କରିବା ପରେ ଲୋକେ NDAକୁ ଭରସା କରିଛନ୍ତି: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ନାମରେ ଏଭଳି ଏକ ରେକର୍ଡ ସୃଷ୍ଟି କରିଛନ୍ତି, ଯାହା ସ୍ୱାଧୀନ ଭାରତର ଇତିହାସରେ ଅନ୍ୟ କାହା ପାଖରେ ନାହିଁ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ପଦରେ ରହିବାର…

ଦିଦିଙ୍କୁ ଶକ୍ତ ଝଟକା: ଏନଡିଏ ମେଣ୍ଟରେ ସାମିଲ ହୋଇପାରନ୍ତି ଟିଏମସି ନେତ୍ରୀ ସାୟନୀ ଘୋଷ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏବେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ଶକ୍ତ ଝଟକା। ଗୋଟିଏ ସମୟରେ ମମତାଙ୍କର ସବୁଠାରୁ ବିଶ୍ୱସ୍ତ ଏବଂ ତୃଣମୂଳ କଂଗ୍ରେସର ଯୁବ ଚେହେରା ଭାବେ ପରିଚିତ ସାୟନୀ ଘୋଷ ଏବେ ଦଳ ଛାଡିବାକୁ…

ବଢିଲା ସ୍ନାତକ ନାମଲେଖା ପାଇଁ ଆବେଦନ ସମୟସୀମା

ଭୁବନେଶ୍ବର:ବଢିଲା ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା । ଛାତ୍ରୀଛାତ୍ରମାନେ ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ।ପ୍ରଥମ ମେଧା ତାଲିକା ଜୁନ୍‌ ୨୨ ତାରିଖରେ ପ୍ରକାଶିତ ହେବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶିକ୍ଷା ବର୍ଷ…

ଅନ୍ଧାରରେ ୧୪ ଖଣ୍ଡ ଗାଁ;୧୫ ଦିନ ପୂର୍ବରୁ ଝଡ଼ବର୍ଷାରେ..

ବୌଦ୍ଧ: ଆଜିକୁ ୧୫ ଦିନ ହେବ ପୁରା ଅନ୍ଧାରରେ ବୌଦ୍ଧ ସଗଡ଼ା ପଞ୍ଚାୟତର ୧୪ ଖଣ୍ଡ ଗାଁ ।  ୧୫ ଦିନ ପୂର୍ବରୁ ଝଡ଼ବର୍ଷାରେ କଟିଥିଲା ବିଦ୍ୟୁତ । ହେଲେ ଆଜି ଯାଏଁ ବିଦ୍ୟୁତ୍ ମରାମତି ହୋଇପାରିଲା ନାହିଁ । ୧୫ ଦିନ ହେବ ବିଦ୍ୟୁତ ନଥିବାରୁ ବାଉଁଶୁଣୀ ସେକସନ କାର୍ଯ୍ୟାଳୟ ଘେରିଛନ୍ତି…

ଫିଫା ବିଶ୍ୱକପ ଫୁଟବଲ: ମେସୀ, ଆର୍ଜେଂଟିନା ଟିମର ପାସପୋର୍ଟ ଡିଟେଲ ଲିକ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଫୁଟବଲ ଆରମ୍ଭ ହେବା ପୂର୍ବରୁ ଆର୍ଜେଂଟିନା ଟିମ ସୁରକ୍ଷା ଉଲ୍ଲଂଘନର ଶୀକାର ହୋଇଛି । ଟିମର ଅଧିନାୟକ ଲିଓନେଲ ମେସୀଙ୍କ ସମେତ ଅନ୍ୟମାନଙ୍କ ପାସପୋର୍ଟ ସମ୍ପର୍କୀତ ସମସ୍ତ ଡାଟା ଲିକ ହୋଇଛି । ଯାହା ଏକ ଚିନ୍ତାର କାରଣ ବୋଲି ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି ।…

ନବୀନ ଡାକିଲେ ବଡ଼ ବୈଠକ: ଆଗାମୀ ନିର୍ବାଚନ ପାଇଁ କାମ ଆରମ୍ଭ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ହଲଚଲ ଜୋର ଧରିଛି। ବିଶେଷ କରି ସାଧାରଣ ନିର୍ବାଚନ ପରେ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଦିଲ୍ଲୀ ଗସ୍ତରୁ ଫେରିବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଗତ ଦୁଇ ବର୍ଷରେ ରାଜ୍ୟରେ ଆଇନ…

ବଢ଼ିଲା ଭାରତର ପ୍ରତିରକ୍ଷା ଶକ୍ତି: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ବୁଧବାର ଅପରାହ୍ଣରେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଏକୀକୃତ ପରୀକ୍ଷଣ ଶିବିର (ITR) ଠାରେ ଡିଆରଡିଓ (DRDO) ପକ୍ଷରୁ ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁର…