ଏବେ ପରମାଣୁ ଅସ୍ତ୍ର ବିକଶିତ କରିପାରିବ ସାଉଦି ଆରବ! ସୁରକ୍ଷା ସର୍ତ୍ତ ବିନା ଚୁକ୍ତି ମଞ୍ଜୁର କଲେ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାଉଦି ଆରବ ସହିତ ଏକ ବେସାମରିକ ପରମାଣୁ ଚୁକ୍ତିକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛନ୍ତି। ଏହି ଚୁକ୍ତିନାମା ସାଉଦି ଆରବକୁ ତା'ର ମାଟିରେ ୟୁରାନିୟମ ସମୃଦ୍ଧ କରିବାକୁ ଅନୁମତି ଦେଇପାରେ। ଏହାସହ ସାଉଦି ଆରବକୁ ଏକ ବେସାମରିକ ପରମାଣୁ…