6 Firsts This Year: ଲାଲକିଲ୍ଲାରେ ଏଥର ଯୋଡ଼ି ହେଲା ୬ ନୂଆ ଅଧ୍ୟାୟ, ‘ବନ୍ଦେ ମାତରମ୍’ଠାରୁ ସ୍ୱଦେଶୀ ୨୧ ତୋପ…
ନୂଆଦିଲ୍ଲୀ: ଶନିବାର ଅର୍ଥାତ୍ ଅଗଷ୍ଟ ୧୫ରେ ଦେଶ ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ। ଏହି ଅବସରରେ ପ୍ରତିବର୍ଷ ପରି ଏଥର ମଧ୍ୟ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ହୋଇଛି ଭବ୍ୟ ସମାରୋହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ୧୩ତମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରିବା…