Latest Odisha News

BREAKING NEWS

Yearly Archives

2026

୨୦ ଦିନ ହେବ ଅନ୍ଧାରରେ ଦୁଇ ଗାଁ; ବିଦ୍ୟୁତ୍ ବିଭଗ କାର୍ଯ୍ୟାଳୟକୁ ଘେରାଉ କଲେ ଗ୍ରାମବାସୀ

ସୁନ୍ଦରଗଡ:କିଛି ଦିନ ପୂର୍ବେ ବଜ୍ରପାତରେ ଗାଁର ଟ୍ରାନ୍ସଫର୍ମର ଜଳିଯାଇଥିଲା । କୋଡ଼ିଏ ଦିନ ହେବ ଅନ୍ଧାରରେ ଦୁଇଟି ଗାଁ ରହିଛି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦଲକି ଓ ଭଦରପୁର ଗାଁରେ । ଫଳରେ ନୂଆ ଟ୍ରାନ୍ସଫର୍ମର ଦାବିରେ ବିଦ୍ୟୁତ…

ଆୟର୍ଲାଣ୍ଡ ପରେ ଟିମ ଇଣ୍ଡିଆ ନିକଟରେ ଏବେ ଇଂଲଣ୍ଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଜୁଲାଇ ୧ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ । ଆୟର୍ଲାଣ୍ଡ ବିପକ୍ଷରେ ଭାରତ ୨ଟି ଯାକ ମ୍ୟାଚ ହାରିବା ଅନେକ ପ୍ରଶ୍ନବାଚର ସୃଷ୍ଟି କରିଛି । ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରି ଟିମ ଇଣ୍ଡିଆର ଯୁବ ଟିମ ଦକ୍ଷତା ପ୍ରତିପାଦିତ କରିବାକୁ…

ବ୍ୟାଙ୍କରୁ ଆସିଥିଲା ବିଡ଼ା ବିଡ଼ା ନୋଟ୍, ପଛେ ପଛେ ମାଡ଼ିବସିଲା ଭିଜିଲାନ୍ସ; ଜାଣନ୍ତୁ କେଉଁଠି ଚାଲିଥିଲା ଏହି କଳା…

ସମ୍ବଲପୁର: ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଥିବା ଏକ ବଡ଼ ଅନୁଷ୍ଠାନରେ ଭିତରେ ଭିତରେ ଚାଲିଥିଲା କି କଳା କାରନାମା? ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ରାତାରାତି ମାଲାମାଲ୍ ହୋଇଥିଲେ ଦୁଇ ବଡ଼ ବାବୁ। କିନ୍ତୁ ବେଆଇନ ଉପାୟରେ ଉପାର୍ଜିତ ଧନ ବେଶୀ ଦିନ ଲୁଚି…

ଜାରି ହେଲା ନ୍ୟାସନାଲ ଆମ୍ବୁଲାନ୍ସ ସର୍ଭିସେସ୍‌ ମାର୍ଗଦର୍ଶିକା, ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ସେବା

ନୂଆଦିଲ୍ଲୀ: ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ସୋମବାର ଜାତୀୟ ଆମ୍ବୁଲାନ୍ସ ସେବା ପାଇଁ କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀର ଲକ୍ଷ୍ୟ ହେଉଛି ସାରା ଦେଶରେ…

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଓହରି ପାରନ୍ତି ନୀତିଶ

ନୂଆଦିଲ୍ଲୀ: ଆଘାତ ସମସ୍ୟା ଟିମ ଇଣ୍ଡିଆ ଓ ନୀତିଶ କୁମାର ରେଡ୍ଡୀଙ୍କୁ ପିଛା ଛାଡୁନି । ଆନ୍ଧ୍ରପ୍ରଦେଶ ଅଲରାଉଣ୍ଡର ନୀତିଶ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଓହରି ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଜୁଲାଇ ୧୪ରୁ ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ଆଫଗାନିସ୍ତାନ…

Women Safety: ଅଭିନେତ୍ରୀଙ୍କ ସହ ଅଶ୍ଳୀଳ ବ୍ୟବହାର! ‘କେଉଁଠି ଅଛି ମହିଳା ସୁରକ୍ଷା?’ ପ୍ରଶ୍ନ କରି, ବଖାଣିଲେ ବେଦନା…

ବେଙ୍ଗାଲୁରୁ: ରାତିରେ ମହିଳାମାନେ କେତେ ସୁରକ୍ଷିତ? ଦେଶର ଆଇଟି ସିଟି ବେଙ୍ଗାଲୁରୁରୁ ଆସିଥିବା ଏକ ଘଟଣା ପୁଣି ଥରେ ଏହି ପ୍ରଶ୍ନକୁ ସାମ୍ନାକୁ ଆଣିଛି। ବିଗ୍ ବସ୍ କନ୍ନଡ଼ ଫେମ୍ ଅଭିନେତ୍ରୀ ଦିବ୍ୟା ସୁରେଶ ସୋସିଆଲ ମିଡିଆରେ ଏକ ଚିନ୍ତାଜନକ ଘଟଣା ସେୟାର କରିଛନ୍ତି। ତାଙ୍କ ଅଭିଯୋଗ…

ଚାଷୀଙ୍କୁ ଆଶ୍ୱସ୍ତୀ, ବଢିଲା ରବି ଧାନ ସଂଗ୍ରହ ଅବଧି

ଭୁବନେଶ୍ୱର: ରବି ଧାନ ସଂଗ୍ରହ ଅବଧି ଜୁଲାଇ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି ସରକାର। ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ୨୦ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସରକାର। ଏଯାଏ ୧୮.୭୯ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ…

ନାବାଳିକାକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ, ଯୁବକ ଅଟକ

ଭଦ୍ରକ: ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତରେ ଅଭାବନୀୟ ଘଟଣା। ବିବାହିତ ପୁରୁଷର ଏକତରଫା ପ୍ରେମରୁ ଉନ୍ମତ୍ତ କାଣ୍ଡ। ନାବାଳିକାକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ। ଉକ୍ତ ଯୁବକକୁ ଧରି ପୋଲିସରେ ଜିମା ଦେଲେ ଗ୍ରାମବାସୀ। ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର ଜଣେ ୧୫ ବର୍ଷୀୟା…

ଆଶାରାମଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା; ଜାମିନ ନାମଞ୍ଜୁର ସହ ରାଜସ୍ଥାନ ସରକାରଙ୍କୁ ଜାରି ହେଲା ନୋଟିସ

ଜୟପୁର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୋଧପୁର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ପୁଣି ଥରେ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । ସ୍ୱାସ୍ଥ୍ୟବସ୍ଥା ଏବଂ ଚିକିତ୍ସାକୁ କାରଣ ଦର୍ଶାଇ ଜେଲରୁ ମୁକ୍ତ ହେବାକୁ ଆଶାରାମଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ…

ଖଣ୍ଡଗିରି ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ: ଭଉଣୀକୁ ହଇରାଣ କରିବାରୁ ପ୍ରତିଶୋଧ ନେଲା ନାବାଳକ ଭାଇ, ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଖଣ୍ଡଗିରି ଥାନା ଅଞ୍ଚଳର ଡବଲ ମର୍ଡର ଘଟଣାର ରହସ୍ୟ ଉପରୁ ପରଦା ହଟାଇଛି ପୋଲିସ। ଭଉଣୀ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବାକୁ ଯାଇ ଜଣେ ନାବାଳକ ନିଜ ସହଯୋଗୀ ସହ ମିଶି ଏହି ବର୍ବରକାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏହି ମାମଲାରେ…